Job 33:10 — Compare Translations
5 translations compared side by side
Odia - 1840
"ମୁଁ କିଛି ଭୁଲ କରିନାହିଁ ଅଥଚ ପରମେଶ୍ବର ମାେ ବିପକ୍ଷ ରେ। ପରମେଶ୍ବର ମାେତେ ଶତ୍ରୁଭଳି ବ୍ଯବହାର କରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦେଖ, ସେ ମୋʼ ଛିଦ୍ର ଅନ୍ଵେଷଣ କରନ୍ତି, ସେ ମୋତେ ଆପଣା ଶତ୍ରୁ ବୋଲି ଗଣନ୍ତି;
Odia Bible ERV 2004 (ପବିତ୍ର ବାଇବଲ)
ମୁଁ କିଛି ଭୁଲ୍ କରି ନାହିଁ ଅଥଚ ପରମେଶ୍ୱର ମୋ’ ବିପକ୍ଷରେ। ପରମେଶ୍ୱର ମୋତେ ଶତ୍ରୁଭଳି ବ୍ୟବହାର କରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦେଖ, ସେ ମୋʼ ଛିଦ୍ର ଅନ୍ଵେଷଣ କରନ୍ତି, ସେ ମୋତେ ଆପଣା ଶତ୍ରୁ ବୋଲି ଗଣନ୍ତି;
Odia IRV 2017 (ଓଡିଆ ବାଇବେଲ)
ଦେଖ, ସେ ମୋ’ ଛିଦ୍ର ଅନ୍ଵେଷଣ କରନ୍ତି, ସେ ମୋତେ ଆପଣା ଶତ୍ରୁ ବୋଲି ଗଣନ୍ତି;