Job 33:19 — Compare Translations

5 translations compared side by side

Odia - 1840
"କିମ୍ବା ଜଣେ ବ୍ଯକ୍ତି ବିଛଣା ରେ ମଧ୍ଯ ପରମେଶ୍ବରଙ୍କ ବାଣୀ ଶୁଣିପା ରେ ଓ ପରମେଶ୍ବରଙ୍କ ପ୍ରଦତ୍ତ ଦଣ୍ଡ ଓ ୟନ୍ତ୍ରଣା ସହ୍ଯ କରେ। ପରମେଶ୍ବର ବ୍ଯଥାଦ୍ବାରା ସହେି ବ୍ଯକ୍ତିକୁ ଚତାବେନୀ ଦିଅନ୍ତି। ସହେି ବ୍ଯକ୍ତି ଏତେ ୟନ୍ତ୍ରଣା ପାଏ ସତେ ଯମେିତି ତା'ର ସବୁହାଡ଼ କଷ୍ଟ ପାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମଧ୍ୟ ସେ ଆପଣା ଶଯ୍ୟାରେ ବ୍ୟଥା ଦ୍ଵାରା ଓ ଆପଣା ଅସ୍ଥି ମଧ୍ୟରେ ନିରନ୍ତର ଯୁଦ୍ଧ ଦ୍ଵାରା ଶାସ୍ତି ପାଏ;
Odia Bible ERV 2004 (ପବିତ୍ର ବାଇବଲ)
“କିମ୍ବା ଜଣେ ବ୍ୟକ୍ତି ବିଛଣାରେ ମଧ୍ୟ ପରମେଶ୍ୱରଙ୍କ ବାଣୀ ଶୁଣିପାରେ ଓ ପରମେଶ୍ୱରଙ୍କ ପ୍ରଦତ୍ତ ଦଣ୍ଡ ଓ ଯନ୍ତ୍ରଣା ସହ୍ୟ କରେ। ପରମେଶ୍ୱର ବ୍ୟଥାଦ୍ୱାରା ସେହି ବ୍ୟକ୍ତିକୁ ଚେତାବନୀ ଦିଅନ୍ତି। ସେହି ବ୍ୟକ୍ତି ଏତେ ଯନ୍ତ୍ରଣା ପାଏ ସତେ ଯେମିତି ତା’ର ସବୁହାଡ଼ କଷ୍ଟ ପାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମଧ୍ୟ ସେ ଆପଣା ଶଯ୍ୟାରେ ବ୍ୟଥା ଦ୍ୱାରା ଓ ଆପଣା ଅସ୍ଥି ମଧ୍ୟରେ ନିରନ୍ତର ଯୁଦ୍ଧ ଦ୍ୱାରା ଶାସ୍ତି ପାଏ;
Odia IRV 2017 (ଓଡିଆ ବାଇବେଲ)
ମଧ୍ୟ ସେ ଆପଣା ଶଯ୍ୟାରେ ବ୍ୟଥା ଦ୍ୱାରା ଓ ଆପଣା ଅସ୍ଥି ମଧ୍ୟରେ ନିରନ୍ତର ଯୁଦ୍ଧ ଦ୍ୱାରା ଶାସ୍ତି ପାଏ;