Job 33:31 — Compare Translations
5 translations compared side by side
Odia - 1840
"ଆୟୁବ, ମାେ କଥାକୁ ଧ୍ଯାନ ଦିଅ। ମାେ କଥା ଶୁଣ। ନିରବ ରୁହ ଏବଂ ମାେତେ କହିବାକୁ ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଆୟୁବ, ମନୋଯୋଗ କରି ମୋʼ କଥା ଶୁଣ; ତୁମ୍ଭେ ନୀରବ ହୁଅ, ମୁଁ କଥା କହିବି ।
Odia Bible ERV 2004 (ପବିତ୍ର ବାଇବଲ)
“ଆୟୁବ, ମୋ’ କଥାକୁ ଧ୍ୟାନ ଦିଅ, ମୋ’ କଥା ଶୁଣ। ନୀରବ ରୁହ ଏବଂ ମୋତେ କହିବାକୁ ଦିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଆୟୁବ, ମନୋଯୋଗ କରି ମୋʼ କଥା ଶୁଣ; ତୁମ୍ଭେ ନୀରବ ହୁଅ, ମୁଁ କଥା କହିବି।
Odia IRV 2017 (ଓଡିଆ ବାଇବେଲ)
ହେ ଆୟୁବ, ମନୋଯୋଗ କରି ମୋ’ କଥା ଶୁଣ; ତୁମ୍ଭେ ନୀରବ ହୁଅ, ମୁଁ କଥା କହିବି।