Job 34:18 — Compare Translations

5 translations compared side by side

Odia - 1840
"କହେି ଜଣେ ରାଜାକୁ କ ହେ କି, 'ତୁମ୍ଭେ ଗୋଟିଏ ଅପଦାର୍ଥ?' କିମ୍ବା କିଏ ନେତାମାନଙ୍କୁ କ ହେ, 'ତୁମ୍ଭମାନେେ ଦୁଷ୍ଟ ଅଟ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରାଜାକୁ, ତୁମ୍ଭେ ଅଧମ; ଅବା ଅଧିପତିମାନଙ୍କୁ, ତୁମ୍ଭେମାନେ ଦୁଷ୍ଟ ବୋଲି କହିବାର କି ଉପଯୁକ୍ତ?
Odia Bible ERV 2004 (ପବିତ୍ର ବାଇବଲ)
କେହି ଜଣେ ରାଜାକୁ କହେ କି, ‘ତୁମ୍ଭେ ଗୋଟିଏ ଅପଦାର୍ଥ?’ କିମ୍ବା କିଏ ନେତାମାନଙ୍କୁ କହେ, ‘ତୁମ୍ଭେମାନେ ଦୁଷ୍ଟ ଅଟ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରାଜାକୁ, ‘ତୁମ୍ଭେ ଅଧମ;’ ଅବା ଅଧିପତିମାନଙ୍କୁ, ‘ତୁମ୍ଭେମାନେ ଦୁଷ୍ଟ’ ବୋଲି କହିବାର କି ଉପଯୁକ୍ତ?
Odia IRV 2017 (ଓଡିଆ ବାଇବେଲ)
ରାଜାକୁ, ତୁମ୍ଭେ ଅଧମ; ଅବା ଅଧିପତିମାନଙ୍କୁ, ତୁମ୍ଭେମାନେ ଦୁଷ୍ଟ ବୋଲି କହିବାର କି ଉପଯୁକ୍ତ?