Job 34:2 — Compare Translations

5 translations compared side by side

Odia - 1840
" ହେ ଜ୍ଞାନୀମାନେ ମାେ କଥା ମନଦଇେ ଶୁଣ, ଯାହା ମୁଁ କହିବାକୁ ଚାହୁଁଛି। ହେ ବୁଦ୍ଧିମାନ ମାେ କଥାକୁ ଧ୍ଯାନ ଦଇେ ଶୁଣ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଜ୍ଞାନୀମାନେ, ମୋʼ କଥା ଶୁଣ, ହେ ବିଜ୍ଞମାନେ, ମୋʼ କଥାରେ କର୍ଣ୍ଣ ଦିଅ ।
Odia Bible ERV 2004 (ପବିତ୍ର ବାଇବଲ)
“ହେ ଜ୍ଞାନୀମାନେ ମୋ’ କଥା ମନଦେଇ ଶୁଣ, ଯାହା ମୁଁ କହିବାକୁ ଗ୍ଭହୁଁଛି। ହେ ବୁଦ୍ଧିମାନ ମୋ’ କଥାକୁ ଧ୍ୟାନ ଦେଇ ଶୁଣ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ହେ ଜ୍ଞାନୀମାନେ, ମୋʼ କଥା ଶୁଣ, ହେ ବିଜ୍ଞମାନେ, ମୋʼ କଥାରେ କର୍ଣ୍ଣ ଦିଅ।
Odia IRV 2017 (ଓଡିଆ ବାଇବେଲ)
“ହେ ଜ୍ଞାନୀମାନେ, ମୋ’ କଥା ଶୁଣ, ହେ ବିଜ୍ଞମାନେ, ମୋ’ କଥାରେ କର୍ଣ୍ଣ ଦିଅ।