Job 35:12 — Compare Translations

5 translations compared side by side

Odia - 1840
"କିମ୍ବା ଯଦି ସହେି ମନ୍ଦ ଲୋକମାନେ ପରମେଶ୍ବରଙ୍କ ସାହାୟ୍ଯ କାମନା କରନ୍ତି, ତବେେ ପରମେଶ୍ବର ସମାନଙ୍କେୁ ଉତ୍ତର ଦବେେ ନାହିଁ। କାହିଁକି? କାରଣ ସହେି ଲୋକମାନେ ଅତ୍ଯଧିକ ଗର୍ବୀ। ସମାନେେ ତଥାପି ଭାବନ୍ତି ସମାନଙ୍କେ ଗୁରୁତ୍ବ ଅତ୍ଯଧିକ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦୁଷ୍ଟ ଲୋକଙ୍କ ଅହଙ୍କାର ସକାଶୁ ସେମାନେ କ୍ରନ୍ଦନ କରନ୍ତି, ମାତ୍ର କେହି ଉତ୍ତର ଦିଏ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
“କିମ୍ବା ଯଦି ସେହି ମନ୍ଦ ଲୋକମାନେ ପରମେଶ୍ୱରଙ୍କ ସାହାଯ୍ୟ କାମନା କରନ୍ତି, ତେବେ ପରମେଶ୍ୱର ସେମାନଙ୍କୁ ଉତ୍ତର ଦେବେ ନାହିଁ। କାରଣ ସେହି ଲୋକମାନେ ଅତ୍ୟଧିକ ଗର୍ବୀ। ସେମାନେ ତଥାପି ଭାବନ୍ତି ସେମାନଙ୍କ ଗୁରୁତ୍ୱ ଅତ୍ୟଧିକ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦୁଷ୍ଟ ଲୋକଙ୍କ ଅହଙ୍କାର ସକାଶୁ ସେମାନେ କ୍ରନ୍ଦନ କରନ୍ତି, ମାତ୍ର କେହି ଉତ୍ତର ଦିଏ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଦୁଷ୍ଟ ଲୋକଙ୍କ ଅହଙ୍କାର ସକାଶୁ ସେମାନେ କ୍ରନ୍ଦନ କରନ୍ତି, ମାତ୍ର କେହି ଉତ୍ତର ଦିଏ ନାହିଁ।