Job 38:35 — Compare Translations
5 translations compared side by side
Odia - 1840
"ତୁମ୍ଭେ ବିଜୁଳି କି ଡ଼ାକି ପାରିବ କି? ସେ ତୁମ୍ଭ ନିକଟକୁ ଆସି କହିବ କି? ଆମ୍ଭେ ଏଠା ରେ ଅଛୁ। ମହାଶୟ ଆପଣ କ'ଣ ଚାହାଁନ୍ତି।' ଏହା କ'ଣ ତୁମ୍ଭେ ଯେଉଁଠାକୁ ୟିବ ତୁମ୍ଭ ସାଥି ରେ ୟାଇପାରିବ କି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିଦ୍ୟୁତମାଳା ଯେପରି ଯିବେ ଓ ତୁମ୍ଭକୁ କହିବେ, ଆମ୍ଭେମାନେ ଏଠାରେ ଅଛୁ, ଏଥିପାଇଁ କି ତୁମ୍ଭେ ସେମାନଙ୍କୁ ପଠାଇପାର?
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ବିଜୁଳି କି ଡାକି ପାରିବ କି? ସେ ତୁମ୍ଭ ନିକଟକୁ ଆସି କହିବ କି? ‘ଆମ୍ଭେ ଏଠାରେ ଅଛୁ; ମହାଶୟ, ଆପଣ କ’ଣ ଗ୍ଭହାନ୍ତି।’ ଏହା କ’ଣ ତୁମ୍ଭେ ଯେଉଁଠାକୁ ଯିବ ତୁମ୍ଭ ସାଥୀରେ ଯାଇପାରିବ କି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିଜୁଳି ଯେପରି ଯିବେ ଓ ତୁମ୍ଭକୁ କହିବେ, ‘ଆମ୍ଭେମାନେ ଏଠାରେ ଅଛୁ,’ ଏଥିପାଇଁ କି ତୁମ୍ଭେ ସେମାନଙ୍କୁ ପଠାଇପାର?
Odia IRV 2017 (ଓଡିଆ ବାଇବେଲ)
ବିଜୁଳି ଯେପରି ଯିବେ ଓ ତୁମ୍ଭକୁ କହିବେ, ଆମ୍ଭେମାନେ ଏଠାରେ ଅଛୁ, ଏଥିପାଇଁ କି ତୁମ୍ଭେ ସେମାନଙ୍କୁ ପଠାଇପାର?