Job 38:37 — Compare Translations
5 translations compared side by side
Odia - 1840
"ଏପରି କିଏ ବୁଦ୍ଧିମାନ ଅଛି, ୟିଏ ମେଘକୁ ଗଣିପା ରେ ଏବଂ କିଏ ତାଙ୍କୁ ବକ୍ସିସ ଦଇେ ତାଙ୍କ ବୃଷ୍ଟି ଢ଼ାଳି ଦବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିଏ ଜ୍ଞାନ ଦ୍ଵାରା ମେଘମାଳ ଗଣନା କରିପାରେ?
Odia Bible ERV 2004 (ପବିତ୍ର ବାଇବଲ)
ଏପରି କିଏ ବୁଦ୍ଧିମାନ ଅଛି, ଯିଏ ମେଘକୁ ଗଣିପାରେ ଏବଂ କିଏ ତାଙ୍କୁ ବକ୍ସିସ୍ ଦେଇ ତାଙ୍କ ବୃଷ୍ଟି ଢାଳି ଦେବ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିଏ ଜ୍ଞାନ ଦ୍ୱାରା ମେଘମାଳ ଗଣନା କରିପାରେ?
Odia IRV 2017 (ଓଡିଆ ବାଇବେଲ)
କିଏ ଜ୍ଞାନ ଦ୍ୱାରା ମେଘମାଳ ଗଣନା କରିପାରେ?