Job 39:29 — Compare Translations

5 translations compared side by side

Odia - 1840
"ଉତ୍କ୍ରୋଶ ପକ୍ଷୀ ତା'ର ଶିକାରକୁ ଦୂର ବସାରୁ ଦେଖିପା ରେ। ସେ ବହୁତ ଦୂରରୁ ତା' ଖାଦ୍ୟ ଦେଖିପା ରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଠାରୁ ସେ ଶିକାର ନିରୀକ୍ଷଣ କରେ; ତାହାର ଚକ୍ଷୁ ଦୂରରୁ ତାହା ଦେଖେ ।
Odia Bible ERV 2004 (ପବିତ୍ର ବାଇବଲ)
ଉତ୍କ୍ରୋଶପକ୍ଷୀ ତା’ର ଶିକାରକୁ ଦୂର ବସାରୁ ଦେଖି ପାରେ। ସେ ବହୁତ ଦୂରରୁ ତା’ ଖାଦ୍ୟ ଦେଖି ପାରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଠାରୁ ସେ ଶିକାର ନିରୀକ୍ଷଣ କରେ; ତାହାର ଚକ୍ଷୁ ଦୂରରୁ ତାହା ଦେଖେ।
Odia IRV 2017 (ଓଡିଆ ବାଇବେଲ)
ସେଠାରୁ ସେ ଶିକାର ନିରୀକ୍ଷଣ କରେ; ତାହାର ଚକ୍ଷୁ ଦୂରରୁ ତାହା ଦେଖେ।