Job 4:12 — Compare Translations

5 translations compared side by side

Odia - 1840
"ଗୁପ୍ତ ରେ ମାେ ନିକଟକୁ ଗୋଟିଏ ଖବର ଆସିଲା। ମାରେ କାନ ସହେି ବିଷଯ ରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କଥା ଗୋଟିଏ ଗୁପ୍ତରେ ମୋʼ କତିରେ ପହଞ୍ଚିଲା ଓ ମୋʼ କର୍ଣ୍ଣ ତହିଁର ଈଷତ୍ ଶଦ୍ଦ ପାଇଲା ।
Odia Bible ERV 2004 (ପବିତ୍ର ବାଇବଲ)
ଗୁପ୍ତରେ ମୋ’ ନିକଟକୁ ଗୋଟିଏ ଖବର ଆସିଲା। ମୋର କାନ ସେହି ବିଷୟରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କଥା ଗୋଟିଏ ଗୁପ୍ତରେ ମୋʼ ନିକଟରେ ପହଞ୍ଚିଲା ଓ ମୋʼ କର୍ଣ୍ଣ ତହିଁର ଈଷତ୍‍ ଶବ୍ଦ ପାଇଲା।
Odia IRV 2017 (ଓଡିଆ ବାଇବେଲ)
କଥା ଗୋଟିଏ ଗୁପ୍ତରେ ମୋ’ ନିକଟରେ ପହଞ୍ଚିଲା ଓ ମୋ’ କର୍ଣ୍ଣ ତହିଁର ଈଷତ୍‍ ଶବ୍ଦ ପାଇଲା।