Job 4:14 — Compare Translations

5 translations compared side by side

Odia - 1840
"ମୁଁ ଭୟଭୀତ ହଲିେ ଓ ମାରେ ହାତସବୁ ଥରିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋହର ଭୟ ଓ କମ୍ପ ହେଲା, ତଦ୍ଦ୍ଵାରା ମୋହର ଅସ୍ଥିସବୁ ଥରହର ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଭୟଭୀତ ହେଲି ଓ ମୋର ହାତସବୁ ଥରିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋହର ଭୟ ଓ କମ୍ପ ହେଲା, ତଦ୍ଦ୍ୱାରା ମୋହର ଅସ୍ଥିସବୁ ଥରହର ହେଲା।
Odia IRV 2017 (ଓଡିଆ ବାଇବେଲ)
ମୋହର ଭୟ ଓ କମ୍ପ ହେଲା, ତଦ୍ଦ୍ୱାରା ମୋହର ଅସ୍ଥିସବୁ ଥରହର ହେଲା।