Job 40:21 — Compare Translations

5 translations compared side by side

Odia - 1840
"ବ ହମୋେତ ପଦ୍ମବନ ତଳେ ଶଯନ କରେ। ବ ହମୋେତ ନଳବଣ ରେ ନିଜକୁ ଲୁଚାଇ ରଖିପା ରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ନଳବନ ଭିତରେ ଓ ଝିଲରେ ପଦ୍ମବୃକ୍ଷ ତଳେ ଶୟନ କରେ ।
Odia Bible ERV 2004 (ପବିତ୍ର ବାଇବଲ)
ବହେମୋତ ପଦ୍ମବନ ତଳେ ଶୟନ କରେ। ବହେମୋତ ନଳବଣରେ ନିଜକୁ ଲୁଗ୍ଭଇ ରଖିପାରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ନଳବନ ଭିତରେ ଓ ଝିଲରେ ପଦ୍ମବୃକ୍ଷ ତଳେ ଶୟନ କରେ।
Odia IRV 2017 (ଓଡିଆ ବାଇବେଲ)
ସେ ନଳବନ ଭିତରେ ଓ ଝିଲରେ ପଦ୍ମବୃକ୍ଷ ତଳେ ଶୟନ କରେ।