Job 41:13 — Compare Translations

5 translations compared side by side

Odia - 1840
"କୌଣସି ବ୍ଯକ୍ତି ତା'ର ଚର୍ମକୁ କଣା କରିପାରିବେ ନାହିଁ। ତା'ର ଚର୍ମ ୟୁଦ୍ଧସଜ୍ଜା ସ୍ବରୂପ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାର ବାହାର ବସ୍ତ୍ର କିଏ କାଢ଼ିପାରେ? କିଏ ତାହାର ଦନ୍ତଶ୍ରେଣୀଦ୍ଵୟ ମଧ୍ୟକୁ ଆସିବ?
Odia Bible ERV 2004 (ପବିତ୍ର ବାଇବଲ)
କୌଣସି ବ୍ୟକ୍ତି ତା’ର ଚର୍ମକୁ କଣା କରି ପାରିବେ ନାହିଁ। ତା’ର ଚର୍ମ ଯୁଦ୍ଧସଜ୍ଜା ସ୍ୱରୂପ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାର ବାହାର ବସ୍ତ୍ର କିଏ କାଢ଼ିପାରେ? କିଏ ତାହାର ଦନ୍ତଶ୍ରେଣୀଦ୍ୱୟ ମଧ୍ୟକୁ ଆସିବ?
Odia IRV 2017 (ଓଡିଆ ବାଇବେଲ)
ତାହାର ବାହାର ବସ୍ତ୍ର କିଏ କାଢ଼ିପାରେ? କିଏ ତାହାର ଦନ୍ତଶ୍ରେଣୀଦ୍ୱୟ ମଧ୍ୟକୁ ଆସିବ?”