Job 5:2 — Compare Translations
5 translations compared side by side
Odia - 1840
"ଜଣେ ନିର୍ବୋଧ ଲୋକର ରାଗ ହିଁ ତାକୁ ହତ୍ଯା କରେ ଓ କୋରଧ ନୀରିହ ଲୋକକୁ ବଧ କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ବିରକ୍ତି ଅଜ୍ଞାନକୁ ନାଶ କରେ ଓ ଅନ୍ତର୍ଜ୍ଵାଳା ନିର୍ବୋଧକୁ ବଧ କରେ ।
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ନିର୍ବୋଧଲୋକର ରାଗ ହିଁ ତାକୁ ହତ୍ୟା କରେ ଓ କ୍ରୋଧ ନିରୀହ ଲୋକକୁ ବଧ କରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ବିରକ୍ତି ଅଜ୍ଞାନକୁ ନାଶ କରେ ଓ ଅନ୍ତର୍ଜ୍ୱାଳା ନିର୍ବୋଧକୁ ବଧ କରେ।
Odia IRV 2017 (ଓଡିଆ ବାଇବେଲ)
କାରଣ ବିରକ୍ତି ଅଜ୍ଞାନକୁ ନାଶ କରେ ଓ ଅନ୍ତର୍ଜ୍ୱାଳା ନିର୍ବୋଧକୁ ବଧ କରେ।