Job 5:20 — Compare Translations

5 translations compared side by side

Odia - 1840
"ଦୁର୍ଭିକ୍ଷ ସମୟରେ ପରମେଶ୍ବର ତୁମ୍ଭକୁ ମୃତ୍ଯୁ ମୁଖରୁ ରକ୍ଷା କରିପାରିବେ। ୟୁଦ୍ଧ ସମୟରେ ତୁମ୍ଭକୁ ଖଡ୍ଗ ମୁଖରୁ ବଞ୍ଚାଇ ପାରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦୁର୍ଭିକ୍ଷ ସମୟରେ ସେ ତୁମ୍ଭକୁ ମୃତ୍ୟୁରୁ ଓ ଯୁଦ୍ଧରେ ଖଡ଼୍‍ଗର ବଳରୁ ମୁକ୍ତ କରିବେ ।
Odia Bible ERV 2004 (ପବିତ୍ର ବାଇବଲ)
ଦୁର୍ଭିକ୍ଷ ସମୟରେ ପରମେଶ୍ୱର ତୁମ୍ଭକୁ ମୃତ୍ୟୁ ମୁଖରୁ ରକ୍ଷା କରି ପାରିବେ। ଯୁଦ୍ଧ ସମୟରେ ତୁମ୍ଭକୁ ‌‌ଖ‌ଡ଼୍‌ଗ ମୁଖରୁ ବଞ୍ଚାଇ ପାରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦୁର୍ଭିକ୍ଷ ସମୟରେ ସେ ତୁମ୍ଭକୁ ମୃତ୍ୟୁୁରୁ ଓ ଯୁଦ୍ଧରେ ଖଡ୍ଗର ବଳରୁ ମୁକ୍ତ କରିବେ।
Odia IRV 2017 (ଓଡିଆ ବାଇବେଲ)
ଦୁର୍ଭିକ୍ଷ ସମୟରେ ସେ ତୁମ୍ଭକୁ ମୃତ୍ୟୁୁରୁ ଓ ଯୁଦ୍ଧରେ ଖଡ୍ଗର ବଳରୁ ମୁକ୍ତ କରିବେ।