Job 6:12 — Compare Translations

5 translations compared side by side

Odia - 1840
"ମୁଁ ପଥର ଭଳି ଶକ୍ତ ନୁହେଁ। ମାରେ ମାଂସ ତମ୍ବା ରେ ତିଆରି ନୁହେଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋହର ବଳ କʼଣ ପ୍ରସ୍ତରମାନଙ୍କର ବଳ? ଅବା ମୋହର ମାଂସ କʼଣ ପିତ୍ତଳ?
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ପଥର ଭଳି ଶକ୍ତ ନୁହେଁ। ମୋର ମାଂସ ତମ୍ବାରେ ତିଆରି ନୁହେଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋହର ବଳ କʼଣ ପ୍ରସ୍ତରମାନଙ୍କର ବଳ? ଅବା ମୋହର ମାଂସ କʼଣ ପିତ୍ତଳ?
Odia IRV 2017 (ଓଡିଆ ବାଇବେଲ)
ମୋହର ବଳ କ’ଣ ପ୍ରସ୍ତରମାନଙ୍କର ବଳ? ଅବା ମୋହର ମାଂସ କ’ଣ ପିତ୍ତଳ?