Job 6:5 — Compare Translations

5 translations compared side by side

Odia - 1840
"ତୁମ୍ଭର ବାକ୍ଯସବୁ କହିବାକୁ ସହଜ, ଯେ ତବେଳେ କିଛି ଅଘଟଣ ଘଟି ନ ଥାଏ। ଏପରିକି ଗୋଟିଏ ବଣୁଆ ଗଧ ମଧ୍ଯ କିଛି ଅଭିଯୋଗ କରେ ନାହିଁ ଯେ ତବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ ଏବଂ ଗୋଟିଏ ଗାଈ ମଧ୍ଯ କିଛି ଅଭିଯୋଗ କରେ ନାହିଁ, ଯେତବେେଳେ ତା' ନିକଟରେ ତା' ନିଜର ଖାଦ୍ୟ ଥାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଘାସ ଥିଲେ କʼଣ ବନ୍ୟଗର୍ଦ୍ଦଭ ବୋବାଏ? ଆହାର ପାଖରେ କʼଣ ଗୋରୁ ହମାଳେ?
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭର ବାକ୍ୟସବୁ କହିବାକୁ ସହଜ, ଯେତେବେଳେ କିଛି ଅଘଟଣ ଘଟି ନ ଥାଏ। ଏପରିକି ଗୋଟିଏ ବଣୁଆ ଗଧ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ ଏବଂ ଗୋଟିଏ ଗାଈ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ତା’ ନିକଟରେ ତା’ ନିଜର ଖାଦ୍ୟ ଥାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଘାସ ଥିଲେ କʼଣ ବନ୍ୟ ଗର୍ଦ୍ଦଭ ବୋବାଏ? ଆହାର ପାଖରେ କʼଣ ଗୋରୁ ହମାଳେ?
Odia IRV 2017 (ଓଡିଆ ବାଇବେଲ)
ଘାସ ଥିଲେ କ’ଣ ବନ୍ୟଗର୍ଦ୍ଦଭ ବୋବାଏ? ଆହାର ପାଖରେ କ’ଣ ଗୋରୁ ହମାଳେ?