Job 7:2 — Compare Translations
5 translations compared side by side
Odia - 1840
"ମଣିଷ, ଜଣେ ଦାସ ଯଭେଳି ଦିନର କଠିନ ଶ୍ରମ ପରେ ଶୀତଳ ଛାଯା ଚା ହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ଯକ୍ତି ଯମେିତି ତା'ର ବତନେ ଦିନକୁ ଅପେକ୍ଷା କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦାସ ଯେପରି ଛାୟାର ଆକାଂକ୍ଷା କରେ, ବେତନଜୀବୀ ଯେପରି ଆପଣା ବେତନର ଅପେକ୍ଷା କରେ;
Odia Bible ERV 2004 (ପବିତ୍ର ବାଇବଲ)
ମଣିଷ, ଜଣେ ଦାସ ଯେଭଳି ଦିନର କଠିନ ଶ୍ରମ ପରେ ଶୀତଳ ଛାୟା ଗ୍ଭହେଁ। ମଣିଷ ଜଣେ ମୂଲ ପାଉଥିବା ବ୍ୟକ୍ତି ଯେମିତି ତା’ର ବେତନ ଦିନକୁ ଅପେକ୍ଷା କରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦାସ ଯେପରି ଛାୟାର ଆକାଂକ୍ଷା କରେ, ବେତନଜୀବୀ ଯେପରି ଆପଣା ବେତନର ଅପେକ୍ଷା କରେ;
Odia IRV 2017 (ଓଡିଆ ବାଇବେଲ)
ଦାସ ଯେପରି ଛାୟାର ଆକାଂକ୍ଷା କରେ, ବେତନଜୀବୀ ଯେପରି ଆପଣା ବେତନର ଅପେକ୍ଷା କରେ;