Job 8:11 — Compare Translations

5 translations compared side by side

Odia - 1840
"ବିଲଦଦ୍ ଉତ୍ତର ଦଲୋ, ଶୁଖିଲା ଭୂମିରେ କ'ଣ ନଳବଣ ବଢ଼ିପା ରେ? ଜଳବିନା କ'ଣ ସନ୍ତରା ବଢ଼ିପା ରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପଙ୍କ ବିନା କʼଣ ନଳ ବଢ଼ିପାରେ? ଜଳ ବିନା କʼଣ ସନ୍ତରା ବଢ଼ିପାରେ?
Odia Bible ERV 2004 (ପବିତ୍ର ବାଇବଲ)
ବିଲଦଦ୍ ଉତ୍ତର ଦେଲା, “ଶୁଖିଲା ଭୂମିରେ କ’ଣ ନଳବଣ ବଢ଼ିପାରେ? ଜଳବିନା କ’ଣ ସନ୍ତରା ବଢ଼ିପାରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପଙ୍କ ବିନା କʼଣ ନଳ ବଢ଼ିପାରେ? ଜଳ ବିନା କʼଣ ସନ୍ତରା ବଢ଼ିପାରେ?
Odia IRV 2017 (ଓଡିଆ ବାଇବେଲ)
ପଙ୍କ ବିନା କ’ଣ ନଳ ବଢ଼ିପାରେ? ଜଳ ବିନା କ’ଣ ସନ୍ତରା ବଢ଼ିପାରେ?