Job 9:35 — Compare Translations
5 translations compared side by side
Odia - 1840
"ତବେେ ମୁଁ କହନ୍ତି, ଯାହା ମୁଁ କହିବାକୁ ଚା ହେଁ ପରମେଶ୍ବରଙ୍କୁ ଭୟ ନ କରି। କିନ୍ତୁ ବର୍ତ୍ତମାନ ତାହା ମୁଁ କହିପାରିବି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ମୁଁ ତାହାଙ୍କୁ ଭୟ ନ କରି କଥା କହିବି; କାରଣ ମୁଁ ନିଜେ ସେରୂପ ନୁହେଁ ।
Odia Bible ERV 2004 (ପବିତ୍ର ବାଇବଲ)
ତେବେ ମୁଁ କହନ୍ତି, ଯାହା ମୁଁ କହିବାକୁ ଗ୍ଭହେଁ ପରମେଶ୍ୱରଙ୍କୁ ଭୟ ନ କରି। କିନ୍ତୁ ବର୍ତ୍ତମାନ ତାହା ମୁଁ କହି ପାରିବି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ମୁଁ ତାହାଙ୍କୁ ଭୟ ନ କରି କଥା କହିବି; କାରଣ ମୁଁ ନିଜେ ସେହିପରି ନୁହେଁ।
Odia IRV 2017 (ଓଡିଆ ବାଇବେଲ)
ତେବେ ମୁଁ ତାହାଙ୍କୁ ଭୟ ନ କରି କଥା କହିବି; କାରଣ ମୁଁ ନିଜେ ସେହିପରି ନୁହେଁ।