Joel 2:15 — Compare Translations
5 translations compared side by side
Odia - 1840
"ସିୟୋନ ରେ ତୂରୀ ବଜାଅ। ମହାସଭା ପାଇଁ ଆହ୍ବାନ କର। ପ୍ରଭୁଙ୍କ ପାଇଁ ଉପବାସ କରିବାକୁ ଆହ୍ବାନ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସିୟୋନରେ ତୂରୀ ବଜାଅ ଓ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ଵାନ କରନ୍ତଣଣଯୋୟେ.୨:୧୪
Odia Bible ERV 2004 (ପବିତ୍ର ବାଇବଲ)
ସଦାପ୍ରଭୁଙ୍କୁ ପ୍ରାର୍ଥନା କର ସିୟୋନରେ ତୂରୀ ବଜାଅ। ମହାସଭା ପାଇଁ ଆହ୍ୱାନ କର। ପ୍ରଭୁଙ୍କ ପାଇଁ ଉପବାସ କରିବାକୁ ଆହ୍ୱାନ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସିୟୋନରେ ତୂରୀ ବଜାଅ ଓ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର;
Odia IRV 2017 (ଓଡିଆ ବାଇବେଲ)
ସିୟୋନରେ ତୂରୀ ବଜାଅ ଓ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର;