Joel 2:29 — Compare Translations
5 translations compared side by side
Odia - 1840
"ସହେି ସମୟରେ ଆମ୍ଭେ ମଧ୍ଯ ଆପଣା ଦାସ ଓ ଦାସୀଙ୍କ ଉପ ରେ ଆମ୍ଭର ଆତ୍ମା ଢାଳିବା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେସମୟରେ ମଧ୍ୟ ଆମ୍ଭେ ଦାସଦାସୀ-ଗଣର ଉପରେ ଆପଣାର ଆତ୍ମା ଢାଳିବା ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ସମୟରେ ଆମ୍ଭେ ମଧ୍ୟ ଆପଣା ଦାସ ଓ ଦାସୀଙ୍କ ଉପରେ ଆମ୍ଭର ଆତ୍ମା ଢାଳିବା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେହି ସମୟରେ ମଧ୍ୟ ଆମ୍ଭେ ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେହି ସମୟରେ ମଧ୍ୟ ଆମ୍ଭେ ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା।