Joel 3:12 — Compare Translations
5 translations compared side by side
Odia - 1840
"ହେ, ରାଜ୍ଯବାସୀ! ଜାଗ୍ରତ ହୁଅ, ୟିହୋଶାଫଟର ଉପତ୍ୟକାକୁ ଆସ କାରଣ ସହେି ସ୍ଥାନ ରେ ଆମ୍ଭେ ଇଶ୍ରାୟେଲର ଚତୁଃପାଶର୍ବ ରେ ଥିବା ରାଜ୍ଯମାନଙ୍କର ବିଗ୍ଭର କରିବା ପାଇଁ ଫରେି ଆସିବା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଗୋଷ୍ଠୀବର୍ଗ ଉଦ୍ଯୋଗୀ ହୋଇ ଉଠନ୍ତୁ ଓ ଯିହୋଶାଫଟର ଉପତ୍ୟକାକୁ ଆସନ୍ତୁ; କାରଣ ସେସ୍ଥାନରେ ଆମ୍ଭେ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀର ବିଚାର କରିବା ପାଇଁ ବସିବା ।
Odia Bible ERV 2004 (ପବିତ୍ର ବାଇବଲ)
ହେ, ରାଜ୍ୟବାସୀ! ଜାଗ୍ରତ ହୁଅ, ଯିହୋଶାଫଟର ଉପତ୍ୟକାକୁ ଆସ କାରଣ ସେହି ସ୍ଥାନରେ ଆମ୍ଭେ ଇସ୍ରାଏଲର ଚତୁର୍ପାର୍ଶ୍ୱରେ ଥିବା ରାଜ୍ୟମାନଙ୍କର ବିଗ୍ଭର କରିବା ପାଇଁ ଫେରି ଆସିବା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଗୋଷ୍ଠୀବର୍ଗ ଉଦ୍ଯୋଗୀ ହୋଇ ଉଠନ୍ତୁ ଓ ଯିହୋଶାଫଟ୍ର ଉପତ୍ୟକାକୁ ଆସନ୍ତୁ; କାରଣ ସେସ୍ଥାନରେ ଆମ୍ଭେ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀର ବିଚାର କରିବା ପାଇଁ ବସିବା।
Odia IRV 2017 (ଓଡିଆ ବାଇବେଲ)
ଗୋଷ୍ଠୀବର୍ଗ ଉଦ୍ଯୋଗୀ ହୋଇ ଉଠନ୍ତୁ ଓ ଯିହୋଶାଫଟ୍ର ଉପତ୍ୟକାକୁ ଆସନ୍ତୁ; କାରଣ ସେସ୍ଥାନରେ ଆମ୍ଭେ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀର ବିଚାର କରିବା ପାଇଁ ବସିବା।