John 1:39 — Compare Translations

7 translations compared side by side

Odia - 1840
"ଯୀଶୁ ସମାନଙ୍କେୁ କହିଲେ, ମାେ ସହିତ ଆସ, ତୁମ୍ଭମାନେେ ଦେଖିବ। ତେଣୁ ସହେି ଦୁଇ ଜଣ ଯୀଶୁଙ୍କ ସହିତ ଗଲେ। ସମାନେେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସମାନେେ ଯୀଶୁଙ୍କ ସିହତ ରହିଲେ। ସେତବେେଳେ ସମୟ ପ୍ରାୟ ଚାରିଘଣ୍ଟା ହାଇେଥିଲା ା"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସେମାନଙ୍କୁ କହିଲେ, ଆସ, ଦେଖିବ । ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; ସେତେବେଳେ ସକାଳ ପ୍ରାୟ ଦଶ ଘଣ୍ଟା ହୋଇଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଉତ୍ତର ଦେଲେ, “ଆସ ଦେଖିବ।” (ସେତେବେଳେ ଅପରାହ୍ନ ପ୍ରାୟ ଚାରିଟା ବେଳ) ସେହି ଶିଷ୍ୟମାନେ ଯୀଶୁଙ୍କ ସହିତ ଯାଇ ତାଙ୍କ ବାସସ୍ଥାନ ଦେଖିଲେ ଓ ସେହି ଦିନର ଅବଶିଷ୍ଟ ସମୟ ତାଙ୍କ ସହିତ ଅତିବାହିତ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ସେମାନଙ୍କୁ କହିଲେ, “ମୋ’ ସହିତ ଆସ, ତୁମ୍ଭେମାନେ ଦେଖିବ।” ତେଣୁ ସେହି ଦୁଇଜଣ ଯୀଶୁଙ୍କ ସହିତ ଗଲେ। ସେମାନେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସେମାନେ ଯୀଶୁଙ୍କ ସିହତ ରହିଲେ। ସେତେବେଳେ ସମୟ ପ୍ରାୟ ଗ୍ଭରିଘଣ୍ଟା ହୋଇଥିଲା
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ସେମାନଙ୍କୁ କହିଲେ, “ଆସ, ଦେଖିବ।” ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି, ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; କାରଣ ସେତେବେଳେ ପ୍ରାୟ ସନ୍ଧ୍ୟା ଚାରି ଘଣ୍ଟା ହୋଇଥିଲା।
Odia IRV 2017 (ଓଡିଆ ବାଇବେଲ)
ସେ ସେମାନଙ୍କୁ କହିଲେ, ଆସ, ଦେଖିବ । ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି, ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; ସେତେବେଳେ ସକାଳ ପ୍ରାୟ ଦଶ ଘଣ୍ଟା ହୋଇଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್, “ಯೆವಾ, ಅನಿ ತುಮಿ ಬಗ್ತ್ಯಾಸಿ”, ಮನುನ್ ಜವಾಬ್ ದಿಲ್ಯಾನ್. ತನ್ನಾ ಸಾಂಚೆಕ್ಡೆ ಚಾರ್ ಘಂಟೆ ಹೊಲ್ಲೆ. ಅಶೆ ತೆನಿ ತ್ಯೆಚ್ಯಾ ಫಾಟ್ನಾ ಗೆಲ್ಯಾನಿ, ಅನಿ ತೊ ಖೈ ರ್‍ಹಾತಾ ಮನುನ್ ಬಗಟ್ಲ್ಯಾನಿ, ಅನಿ ತ್ಯಾ ದಿಸಿ ದಿಸ್ ಬುಡಿ ಪತರ್ ತ್ಯೆಚ್ಯಾ ವಾಂಗ್ಡಾ ರ್‍ಹಾಲ್ಯಾನಿ.