John 10:12 — Compare Translations

7 translations compared side by side

Odia - 1840
"ମଷେ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମଷେପାଳକ ଠାରୁ ଭିନ୍ନ। ମଷଗେୁଡିକ ମୂଲିଆର ନୁହଁନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମଷେମାନଙ୍କୁ ଏକୁଟିଆ ଛାଡି ଦୌଡି ପଳାଏ। ତା'ପରେ ଗଧିଆ ମଷେମାନଙ୍କ ଉପରକୁ କୁଦାମା ରେ ଓ ସମାନଙ୍କେୁ ଛିନ୍ନଭିନ୍ନ କରି ଦିଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ ମେଷପାଳକ ନୁହେଁ, ମାତ୍ର ବର୍ତ୍ତନଗ୍ରାହକ, ମେଷଗୁଡ଼ିକ ଯାହାର ନିଜର ନୁହନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ),
Odia BSI (ପବିତ୍ର ବାଇବଲ (CL) NT (BSI))
ଯେ ମୂଲ ନେଇ ମେଷପଲ ଜଗିଥାଏ, ସେ ମେଷପାଳକ ନୁହେଁ, କିମ୍ବା ପଲଟିର ମାଲିକ ନୁହେଁ; ସୁତରାଂ ହେବାବାଘ ଆସିବାର ଦେଖିଲେ, ସେ ମେଷମାନଙ୍କୁ ଛାଡ଼ି ଚାଲିଯାଏ; ହେଟା ମେଣ୍ଢା ନେଇ ପଳାଇଯାଏ ଏବଂ ପଲଟିକୁ ଛିନ୍ନଭିନ୍ନ କରିଦିଏ।
Odia Bible ERV 2004 (ପବିତ୍ର ବାଇବଲ)
ମେଷ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମେଷପାଳକଠାରୁ ଭିନ୍ନ। ମେଷଗୁଡ଼ିକ ମୂଲିଆର ନୁହନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମେଷମାନଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଏ। ତା’ପରେ ଗଧିଆ ମେଷମାନଙ୍କ ଉପରକୁ କୁଦାମାରେ ଓ ସେମାନଙ୍କୁ ଛିନ୍ନଭିନ୍ନ କରି ଦିଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ),
Odia IRV 2017 (ଓଡିଆ ବାଇବେଲ)
ଯେ ମେଷପାଳକ ନୁହେଁ, ମାତ୍ର ମୂଲିଆ, ମେଷଗୁଡ଼ିକ ଯାହାର ନିଜର ନୁହଁନ୍ତି, ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ (ଆଉ ବାଘ ସେମାନଙ୍କୁ ଧରି ଛିନ୍ନଭିନ୍ନ କରେ),
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಜುರಿನ್ ಹೊತ್ತೊ ಮಾನುಸ್ ಕುರ್‍ಬುರ್ ನ್ಹಯ್, ಅನಿ ತಿ ಬಕ್ರಿ ತೆಚಿ ಸ್ವತಾಚಿ ನ್ಹಯ್. ತಸೆಮನುನ್ ಝುಲ್ ಕುತ್ರೆ ಯೆತಲೆ ಬಗಟಲ್ಲ್ಯಾ ತನ್ನಾ ತೊ ಪಳುನ್ ಜಾವ್ನ್ ಸೊಡ್ತಾ, ಅಶೆ ತೆ ಝುಲ್ ಕುತ್ರೆ ತ್ಯಾ ಬಕ್ರ್ಯಾತ್ನಿ ಗುಸುನ್ ಬಕ್ರ್ಯಾಕ್ನಿ ಮೊಡ್ತಾ, ಅನಿ ತಿ ಬಕ್ರಿ ಮಾಳ್ಬರ್ ಹೊತಾತ್.