John 10:3 — Compare Translations
7 translations compared side by side
Odia - 1840
"ଫାଟକ ଜଗୁଆଳୀ ମଷେପାଳକ ପାଇଁ ଫାଟକ ଖୋଲେ। ମଷେମାନେ ମଷେପାଳକର କଥା ଶୁଣନ୍ତି। ମଷେପାଳକ ତା'ର ମେଣ୍ଢାକୁ ନାମଧରି ଡାକେ ଓ ବାହା ରେ ଚରାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦ୍ଵାରୀ ତାହା ନିମନ୍ତେ ଦ୍ଵାର ଫିଟାଇଦିଏ, ପୁଣି ମେଷଗୁଡ଼ିକ ତାʼର ସ୍ଵର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦ୍ୱାରରକ୍ଷକ ତା’ ପାଇଁ ଦ୍ୱାର ଖୋଲି ଦିଏ ଏବଂ ସେ ନିଜ ମେଷମାନଙ୍କୁ ନାମ ଧରି ଡାକିଲେ, ସେମାନେ ତା’ର ଡାକ ଶୁଣନ୍ତି ଓ ସେ ସେହି ପଲଟିକୁ ବାହାରକୁ ବାଟ କଢ଼ାଇ ନେଇ ଆସେ।
Odia Bible ERV 2004 (ପବିତ୍ର ବାଇବଲ)
ଫାଟକ ଜଗୁଆଳୀ ମେଷପାଳକ ପାଇଁ ଫାଟକ ଖୋଲେ। ମେଷମାନେ ମେଷପାଳକର କଥା ଶୁଣନ୍ତି। ମେଷପାଳକ ତା’ର ମେଣ୍ଢାକୁ ନାମଧରି ଡାକେ ଓ ବାହାରେ ଚରାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତାହାର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ।
Odia IRV 2017 (ଓଡିଆ ବାଇବେଲ)
ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତା'ର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದಾರಾಕ್ಡೆ ಹೊತ್ತೆ ರಾಕ್ವಾಲಿ ತೆಕಾ ದಾರ್ ಉಗಡ್ತ್ಯಾತ್, ತೊ ಅಪ್ನಾಚ್ಯಾ ಬಕ್ರ್ಯಾಕ್ನಿ ನಾವಾನಿ ಬಲ್ವುತಾ, ತಿ ಬಕ್ರಿ ತೆಚೊ ಧನ್ ಆಯಿಕ್ತ್ಯಾತ್, ಅನಿ ತೊ ತೆಂಕಾ ಫಾಟ್ನಾ ಚಾಲ್ವುನ್ ಘೆವ್ನ್ ಜಾತಾ.