John 11:18 — Compare Translations

7 translations compared side by side

Odia - 1840
"ବେଥନିଆ ୟିରୂଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବେଥନୀୟା ଯିରୂଶାଲମ ନିକଟରେ ଥିଲା, ପ୍ରାୟ ଏକ କ୍ରୋଶ ଦୂର;
Odia BSI (ପବିତ୍ର ବାଇବଲ (CL) NT (BSI))
ଥେନିଆରୁ ଯିରୂଶାଲମର ଦୂରତା ତିନି କିଲୋମିଟରରୁ କମ୍
Odia Bible ERV 2004 (ପବିତ୍ର ବାଇବଲ)
ବେଥନୀୟା ଯିରୁଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବେଥନୀୟା ଯିରୂଶାଲମ ସହରରୁ ପ୍ରାୟ ଏକ କ୍ରୋଶ ଦୂରରେ ଥିଲା,
Odia IRV 2017 (ଓଡିଆ ବାଇବେଲ)
ବେଥନୀୟା ଯିରୂଶାଲମ ନିକଟରେ ଥିଲା, ପ୍ରାୟ ଏକ କ୍ରୋଶ ଦୂର;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಬೆಥನಿ ಜೆರುಜಲೆಮಾತ್ನಾ ಜಗೊಳ್ ತಿನ್ ಮೈಲ್ ಹೊತ್ತೆ.