John 11:22 — Compare Translations

7 translations compared side by side

Odia - 1840
"କିନ୍ତୁ ଏବେ ମଧ୍ଯ ମୁଁ ଜାଣେ ଯେ ଆପଣ ଯାହା କିଛି ମାଗିବେ, ପରମେଶ୍ବର ତାହା ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଆପଣ ଈଶ୍ଵରଙ୍କୁ ଯାହା କିଛି ମାଗିବେ, ଈଶ୍ଵର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ମୁଁ ଜାଣେ, ଏବେ ମଧ୍ୟ ଆପଣ ଈଶ୍ୱରଙ୍କୁ ଯାହା ମାଗିବେ, ସେ ତାହା ଦେବେ।”
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଏବେ ମଧ୍ୟ ମୁଁ ଜାଣେ ଯେ ଆପଣ ଯାହାକିଛି ମାଗିବେ, ପରମେଶ୍ୱର ତାହା ଦେବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଆପଣ ଈଶ୍ବରଙ୍କୁ ଯାହା କିଛି ମାଗିବେ, ଈଶ୍ବର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଆପଣ ଈଶ୍ୱରଙ୍କୁ ଯାହା କିଛି ମାଗିବେ, ଈଶ୍ୱର ଯେ ତାହା ଆପଣଙ୍କୁ ଦେବେ, ଏହା ଏବେ ସୁଦ୍ଧା ମୁଁ ଜାଣେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಅತ್ತಾ ಹೊಲ್ಯಾರ್ಬಿ ತಿಯಾ ದೆವಾಕ್ಡೆ ಮಾಗ್ಲ್ಯಾರ್ ದೆವ್ ತಿಯಾ ಕಾಯ್ ಇಚಾರ್‍ತೆ ತೆ ಕರ್‍ತಾ ಮನುನ್ ಮಾಕಾ ಗೊತ್ತ್ ಹಾಯ್” ಮಟ್ಲಿನ್.