John 11:43 — Compare Translations

7 translations compared side by side

Odia - 1840
"ଏହା ପରେ ଯୀଶୁ ଉଚ୍ଚ ସ୍ବର ରେ ଡାକିଲେ, ଲାଜାର, ବାହାରି ଆସ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଏହା କହି ଉଚ୍ଚ ସ୍ଵରରେ ଡାକିଲେ, ଲାଜାର, ବାହାରିଆସ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏତିକି କହି ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ: “ଲାଜାର, ବାହାରି ଆସ”!
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।”
Odia IRV 2017 (ଓଡିଆ ବାଇବେଲ)
ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, ଲାଜାର, ବାହାରି ଆସ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಸಾಂಗುನ್ ಹೊಲ್ಲ್ಯಾ ತನ್ನಾ ತೆನಿ ಲಾಜರಾಕ್ ಮೊಟ್ಯಾನ್, “ಲಾಜರ್ ಭಾಯ್ರ್ ಯೆ!” ಮನುನ್ ಬಲ್ವುಲ್ಯಾನ್.