John 11:51 — Compare Translations

7 translations compared side by side

Odia - 1840
"କଯାଫା ନିଜେ ସହେି କଥା ଭାବି ପାରି ନଥିଲେ। ଯେ ସେ ବାସ୍ତବ ରେ ଭବିଷ୍ଯଦ୍ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ,
Odia BSI (ପବିତ୍ର ବାଇବଲ (CL) NT (BSI))
ବାସ୍ତବିକ କୟାଫା ନିଜ ମନରୁ ଏହା କହି ନ ଥିଲେ। କିନ୍ତୁ ସେ ସେହି ବର୍ଷର ପ୍ରଧାନ ଯାଜକ ହୋଇଥିବାରୁ, ଏହି ଭବିଷ୍ୟତ୍ ବାଣୀ ତାଙ୍କ ମୁଖରୁ ନିସୃତ ହୋଇଥିଲା। ସେ ସୂଚାଇ ଦେଇଥିଲେ ଯେ ସମଗ୍ର ଇହୁଦୀ ଜାତିକୁ ତଥା
Odia Bible ERV 2004 (ପବିତ୍ର ବାଇବଲ)
‌କୟାଫା ନିଜେ ସେହି କଥା ଭାବି ପାରି ନ ଥିଲେ। ଯେ ସେ ବାସ୍ତବରେ ଭବିଷ୍ୟ‌‌‌ଦ୍‌‌‌ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ,
Odia IRV 2017 (ଓଡିଆ ବାଇବେଲ)
ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಮಟ್ಲ್ಯಾರ್ ತೆನಿ ಅಪ್ನಾಚ್ಯಾ ಅಪ್ನಿಚ್, ನಾಹೊಲ್ಯಾರ್ ತ್ಯಾ ವರ್ಸಾ ತೊ ಮೊಟೊ ಮುಖ್ಯ ಯಾಜಕ್ ಹೊವ್ನ್ ಹೊತ್ತೊ ಮನುನ್ ತೆನಿ ಅಶೆಚ್ ಸಾಂಗುಕನ್ಯಾತ್, ತೊ ಜೆಜು ಜುದೆವ್ ಲೊಕಾಂಚ್ಯಾ ಸಾಟ್ನಿ ಮರ್‍ತಲೊ ಹಾಯ್ ಮನುನ್ ಅದ್ದಿಚ್ ಫಿಡೆ ಹೊತಲೆ ಸಾಂಗುಕ್ ಲಾಗಲ್ಲೊ,