John 12:15 — Compare Translations

7 translations compared side by side

Odia - 1840
" ହେ ସିୟୋନ ନଗର, ଭୟ କର ନାହିଁ। ଦେଖ, ତୁମ୍ଭର ରାଜା ଆସୁଛନ୍ତି। ସେ ଗୋଟିଏ ଗଧଛୁଆ ଉପରେ ବସି ଆସୁଛନ୍ତି।ୟିଖରିୟ 9:9"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭଶାବକ ଉପରେ ଆରୋହଣ କରି ଆସୁଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
“ସିୟୋନ କନ୍ୟାଗଣ! ଭୟ କର ନାହିଁ, ଏହି ଦେଖ, ତୁମ ରାଜା ଗଧ ଛୁଆ ଉପରେ ଆରୋହଣ କରି ଆସୁଛନ୍ତି।”
Odia Bible ERV 2004 (ପବିତ୍ର ବାଇବଲ)
“ହେ ସିୟୋନ ନଗର, ଭୟ କର ନାହିଁ। ଦେଖ, ତୁମ୍ଭର ରାଜା ଆସୁଛନ୍ତି। ସେ ଗୋଟିଏ ଗଧଛୁଆ ଉପରେ ବସି ଆସୁଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭଶାବକ ଉପରେ ଆରୋହଣ କରି ଆସୁଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଆଗୋ ସିୟୋନର କନ୍ୟେ, ଭୟ କର ନାହିଁ; ଦେଖ, ତୋର ରାଜା ଆସୁଅଛନ୍ତି, ସେ ଗର୍ଦ୍ଦଭ ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಭಿಂವ್ನಕಾಶಿ! ಸಿಯೊನಾಚ್ಯಾ ಶಾರಾಚ್ಯಾ ಲೊಕಾನು ಅಬಕ್ ಹಿತ್ತೆ ತುಜೊ ರಾಜಾ ಎಕ್ ಗಾಡ್ವಾ ವರ್ತಿ ಬಸುನ್ ಯೆತಾ. ಮನುನ್ ಸಾಂಗಲ್ಲ್ಯಾ ಸರ್ಕೆ ಜೆಜು ಗಾಡ್ವಾ ವರ್ತಿ ಬಸುನ್ ಯೆವ್ಲಾ.