John 12:3 — Compare Translations

7 translations compared side by side

Odia - 1840
"ମରିୟମ ଅଧ ଲିଟର ଅତି ମୂଲ୍ଯବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦ ରେ ଢାଳି ଦେଲେ। ତା'ପରେ ସେ ତାହାଙ୍କ ପାଦ ନିଜ କେଶ ରେ ପୋଛି ଦେଲେ। ଘରଟି ଅତର ସୁବାସ ରେ ମହକି ଉଠିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ମରୀୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେତେବେଳେ ମରିୟମ ପ୍ରାୟ ଅଧ ଲିଟର ମୂଲ୍ୟବାନ ସୁଗନ୍ଧି ଜଟାମାଂସୀ ତୈଳ ଆଣି ଯୀଶୁଙ୍କ ପାଦ ଉପରେ ଢାଳି ଦେଲା ଓ ନିଜ କେଶରେ ଯୀଶୁଙ୍କ ପାଦ ଦୁଇଟିକୁ ପୋଛି ଦେଲା। ସୁଗନ୍ଧରେ ଗୃହଟି ମହକି ଗଲା।
Odia Bible ERV 2004 (ପବିତ୍ର ବାଇବଲ)
ମରିୟମ ଅଧ ଲିଟର ଅତି ମୂଲ୍ୟବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦରେ ଢାଳି ଦେଲେ। ତା’ପରେ ସେ ତାହାଙ୍କ ପାଦ ନିଜ କେଶରେ ପୋଛି ଦେଲେ। ଘରଟି ଅତର ସୁବାସରେ ମହକି ଉଠିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ମରୀୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ମରିୟମ ଅଧ ସେର ଅତି ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଘେନି ଯୀଶୁଙ୍କ ପାଦରେ ତାହା ଲଗାଇ ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ, ଆଉ ତୈଳର ସୁବାସରେ ଘରଟି ମହକିଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಮರಿನ್ ಜಟಮಾಂಸಾನ್ ತಯಾರ್ ಹೊಲ್ಲೆ ಲೈ ಮ್ಹಾಗ್ರೆ ತೆಲ್ ಜೆಜುಚ್ಯಾ ಪಾಯಾ ವೈನಿ ವೊತ್ಲಿನ್,ಅನಿ ಅಪ್ನಾಚ್ಯಾ ಕೆಸಾನಿ ತೆಚಿ ಪಾಯಾ ಪುಸ್ಲಿನ್. ತನ್ನಾ ಘರ್ ಸಗ್ಳೆ ತ್ಯಾ ತೆಲಾಚ್ಯಾ ವಾಸೆನ್ ಭರುನ್ ಗೆಲೆ.