John 12:50 — Compare Translations

7 translations compared side by side

Odia - 1840
"ମୁଁ, ଜାଣେ, ମାେ ପରମପିତା ଯାହା ଆଦେଶ ଦିଅନ୍ତି, ସହେିଠାରୁ ଅନନ୍ତ ଜୀବନ ଆ ସେ। ତେଣୁ ମୁଁ ଯାହା କରିଛି, ତାହା କହିବା ପାଇଁ ମାେତେ ପରମପିତା କହିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତାହାଙ୍କ ଆଜ୍ଞା ଯେ ଅନ; ଜୀବନ, ଏହା ମୁଁ ଜାଣେ । ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏବଂ ମୁଁ ଜାଣେ, ତାଙ୍କ ଆଜ୍ଞା ଅନନ୍ତ ଜୀବନ ପ୍ରଦାନ କରେ। ମୋ’ ପିତା ମୋତେ ଯାହା କହିବାକୁ ଆଦେଶ ଦେଇଛନ୍ତି, କେବଳ ସେତିକି ମୁଁ କହୁଛି।”
Odia Bible ERV 2004 (ପବିତ୍ର ବାଇବଲ)
ମୁଁ, ଜାଣେ, ମୋ’ ପରମପିତା ଯାହା ଆଦେଶ ଦିଅନ୍ତି, ସେହିଠାରୁ ଅନନ୍ତ ଜୀବନ ଆସେ। ତେଣୁ ମୁଁ ଯାହା କହିଛି, ତାହା କହିବା ପାଇଁ ମୋତେ ପରମପିତା କହିଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ। ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ତାହାଙ୍କ ଆଜ୍ଞା ଯେ ଅନନ୍ତ ଜୀବନ, ଏହା ମୁଁ ଜାଣେ । ଅତଏବ, ମୁଁ ଯେ ଯେ କଥା କହେ, ପିତା ମୋତେ ଯେପରି କହିଅଛନ୍ତି, ସେହିପରି କହେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತೆನಿ ದಿಲ್ಲಿ ಹುಕುಮ್ ಕನ್ನಾಚ್ ಮರಾನ್ ನಸಲ್ಲೆ ಜಿವನ್ ದಿತಾ ಮನುನ್ ಮಾಕಾ ಗೊತ್ತ್ ಹಾಯ್, ತಸೆಮನುನ್ ಮಿಯಾ ಮಾಜ್ಯಾ ಬಾಬಾನ್ ಸಾಂಗ್ ಮನುನ್ ಸಾಂಗಲ್ಲೆಚ್ ಸಾಂಗ್ತಾ” ಮಟ್ಲ್ಯಾನ್.