John 13:30 — Compare Translations

7 translations compared side by side

Odia - 1840
"ୟିହୂଦା ଯୀଶୁ ଦଇେଥିବା ରୋଟୀ ଗ୍ରହଣ କଲେ। ତା'ପରେ ୟିହୂଦା ବାହାରି ଚାଲିଗଲେ। ସେତବେେଳେ ରାତ୍ରି ହାଇେଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରୋଟୀଖଣ୍ତକ ଗ୍ରହଣ କରି ସେ ତତ୍କ୍ଷଣାତ୍ ବାହାରିଗଲା, ସେତେବେଳେ ରାତ୍ରିକାଳ ।
Odia BSI (ପବିତ୍ର ବାଇବଲ (CL) NT (BSI))
ରୁଟି ଖଣ୍ଡିକ ଗ୍ରହଣ କରି ଯିହୁଦା ସେହିକ୍ଷଣି ବାହାରକୁ ଚାଲିଗଲା। ସେତେବେଳେ ରାତ୍ରି ସମୟ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୂଦା ଯୀଶୁ ଦେଇଥିବା ରୋଟୀ ଗ୍ରହଣ କଲେ। ତା’ପରେ ଯିହୂଦା ବାହାରି ଗ୍ଭଲିଗଲେ। ସେତେବେଳେ ରାତ୍ରି ହୋଇଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରୁଟିଖଣ୍ଡକ ଗ୍ରହଣ କରି ସେ ତତ୍‍କ୍ଷଣାତ୍‍ ବାହାରିଗଲା, ସେତେବେଳେ ରାତ୍ରିକାଳ।
Odia IRV 2017 (ଓଡିଆ ବାଇବେଲ)
ରୁଟିଖଣ୍ଡକ ଗ୍ରହଣ କରି ସେ ତତ୍‍କ୍ଷଣାତ୍‍ ବାହାରିଗଲା, ସେତେବେଳେ ରାତ୍ରିକାଳ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿ ಭಾಕ್ರಿ ಘೆಟಲ್ಲ್ಯಾ ತನ್ನಾಚ್ ತಾಬೊಡ್ತೊಬ್ ಜುದಾಸ್ ಥೈತ್ನಾ ಭಾಯ್ರ್ ಗೆಲೊ, ತನ್ನಾ ರಾತ್ ಹೊಲ್ಲಿ.