John 14:21 — Compare Translations

7 translations compared side by side

Odia - 1840
"ଯେଉଁ ଲୋକ ମାରେ ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତ ରେ ମାେତେ ପ୍ ରମେ କରେ। ମାେତେ ପ୍ ରମେ କରୁଥିବା ଲୋକକୁ ମାେ ପରମପିତା ମଧ୍ଯ ପ୍ ରମେ କରିବେ। ମୁଁ ମଧ୍ଯ ତାକୁ ପ୍ ରମେ କରିବି ଓ ନିଜକୁ ତା' ନିକଟରେ ପ୍ରକାଶ କରିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଯେ ମୋର ଆଜ୍ଞା ଗ୍ରହଣ କରି ପାଳନ କରେ, ସେ ହିଁ ମୋତେ ପ୍ରେମ କରେ। ଯେ କେହି ମୋତେ ପ୍ରେମ କରେ, ମୋ’ ପିତା ତାକୁ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରି ତା’ଠାରେ ନିଜକୁ ପ୍ରକାଶ କରିବି।”
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁ ଲୋକ ମୋର ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତରେ ମୋତେ ପ୍ରେମ କରେ। ମୋତେ ପ୍ରେମ କରୁଥିବା ଲୋକକୁ ମୋ’ ପରମପିତା ମଧ୍ୟ ପ୍ରେମ କରିବେ। ମୁଁ ମଧ୍ୟ ତାକୁ ପ୍ରେମ କରିବି ଓ ନିଜକୁ ତା’ ନିକଟରେ ପ୍ରକାଶ କରିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି, ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି।”
Odia IRV 2017 (ଓଡିଆ ବାଇବେଲ)
ଯେ ମୋହର ଆଜ୍ଞାସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ, ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାକୁ ପ୍ରେମ କରିବେ, ପୁଣି, ମୁଁ ତାହାକୁ ପ୍ରେମ କରିବି ଓ ତାହା ନିକଟରେ ଆପଣାକୁ ପ୍ରକାଶ କରିବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆ ಕೊನ್ ಮಿಯಾ ದಿಲ್ಲೆ ಖಾಯ್ದೆ ಮಾನುನ್ ಘೆತಾ ಅನಿ ತೆಂಚ್ಯಾ ಸರ್ಕೆ ಚಲ್ತಾ ತೊ ಮಾಜೊ ಪ್ರೆಮ್ ಕರ್‍ತಾ. ಜೆ ಕೊನ್ ಮಾಜೊ ಪ್ರೆಮ್ ಕರ್‍ತಾ ತೆಂಚೊ ಮಾಜೊ ಬಾಬಾ ಪ್ರೆಮ್ ಕರ್‍ತಾ, ಮಿಯಾಬಿ ತೆಂಚೊ ಪ್ರೆಮ್ ಕರ್‍ತಾ ಅನಿ ಮಾಕಾಚ್ ಮಿಯಾ ತೆಂಕಾ ದಾಕ್ವುನ್ ದಿತಾ ಮನುನ್ ಸಾಂಗಟ್ಲ್ಯಾನ್.