John 16:26 — Compare Translations

7 translations compared side by side

Odia - 1840
"ତୁମ୍ଭେ ସହେିଦିନ ପରମପିତାଙ୍କୁ ମାେ ନାମ ରେ ଅନକେ ବିଷୟ ମାଗିବ। ମୁଁ କହିଛି, ତୁମ୍ଭ ପାଇଁ ମାେତେ ପରମପିତାଙ୍କୁ କିଛି କହିବାର ଆବଶ୍ଯକତା ପଡିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଦିନ ତୁମ୍ଭେମାନେ ମୋʼ ନାମରେ ମାଗିବ; ଆଉ, ମୁଁ ଯେ ତୁମ୍ଭମାନଙ୍କ ସପକ୍ଷରେ ପିତାଙ୍କୁ ଅନୁରୋଧ କରିବି, ଏହା ମୁଁ ତୁମ୍ଭମାନଙ୍କୁ କହୁ ନାହିଁ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେଦିନ ଆସିଲେ, ତୁମେ ମୋ’ ନାମରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବ। ସେତେବେଳେ ତୁମ୍ଭମାନଙ୍କ ପକ୍ଷରୁ ମୋତେ ତାଙ୍କୁ କିଛି କହିବାକୁ ପଡ଼ିବ ନାହିଁ,
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ସେହି ଦିନ ପରମପିତାଙ୍କୁ ମୋ’ ନାମରେ ଅନେକ ବିଷୟ ମାଗିବ। ମୁଁ କହୁଛି, ତୁମ୍ଭ ପାଇଁ ମୋତେ ପରମପିତାଙ୍କୁ କିଛି କହିବାର ଆବଶ୍ୟକତା ପଡ଼ିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଦିନ ତୁମ୍ଭେମାନେ ମୋʼ ନାମରେ ମାଗିବ; ଆଉ, ମୁଁ ଯେ ତୁମ୍ଭମାନଙ୍କ ସପକ୍ଷରେ ପିତାଙ୍କୁ ନିବେଦନ କରିବି, ଏହା ମୁଁ ତୁମ୍ଭମାନଙ୍କୁ କହୁ ନାହିଁ;
Odia IRV 2017 (ଓଡିଆ ବାଇବେଲ)
ସେ ଦିନ ତୁମ୍ଭେମାନେ ମୋ' ନାମରେ ମାଗିବ; ଆଉ, ମୁଁ ଯେ ତୁମ୍ଭମାନଙ୍କ ସପକ୍ଷରେ ପିତାଙ୍କୁ ନିବେଦନ କରିବି, ଏହା ମୁଁ ତୁମ୍ଭମାନଙ୍କୁ କହୁ ନାହିଁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ದಿಸ್ ಯೆಲ್ಲ್ಯಾ ತನ್ನಾ ತುಮಿ ತೆಚೆಕ್ಡೆ ಮಾಜ್ಯಾ ನಾವಾನ್ ಮಾಗ್ತ್ಯಾಶಿ, ಅನಿ ಮಿಯಾ ತುಮ್ಚ್ಯಾಸಾಟ್ನಿ ತೆಚ್ಯೆಕ್ಡೆ ಮಾಗ್ತಾ ಮನುನ್ ಸಾಂಗಿನಾ.