John 16:9 — Compare Translations
7 translations compared side by side
Odia - 1840
"ସହେି ସାହାୟ୍ଯକାରୀ ପ୍ରମାଣ ଦବେେ ଯେ ଲୋକମାନଙ୍କଠା ରେ ପାପ ରହିଛି, କାରଣ ସମାନେେ ମାଠାେ ରେ ବିଶ୍ବାସ କରନ୍ତି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପାପ ବିଷୟରେ - କାରଣ ସେମାନେ ମୋʼଠାରେ ବିଶ୍ଵାସ କରନ୍ତି ନାହିଁ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଦର୍ଶାଇ ଦେବେ ଯେ, ମୋ’ଠାରେ ବିଶ୍ୱାସ ନ କରିବା ହିଁ ପାପ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ସାହାଯ୍ୟକାରୀ ପ୍ରମାଣ ଦେବେ ଯେ ଲୋକମାନଙ୍କଠାରେ ପାପ ରହିଛି, କାରଣ ସେମାନେ ମୋ’ଠାରେ ବିଶ୍ୱାସ କରନ୍ତି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପାପ ବିଷୟରେ, କାରଣ ସେମାନେ ମୋʼ ଠାରେ ବିଶ୍ୱାସ କରନ୍ତି ନାହିଁ;
Odia IRV 2017 (ଓଡିଆ ବାଇବେଲ)
ପାପ ବିଷୟରେ - କାରଣ ସେମାନେ ମୋ'ଠାରେ ବିଶ୍ୱାସ କରନ୍ତି ନାହିଁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಪಾಪಾಚ್ಯಾ ವಿಶಯಾತ್ ಚುಕ್ ವಾಟೆರ್ ಹಾತ್, ಕಶ್ಯಾಕ್ ಮಟ್ಲ್ಯಾರ್, ತೆನಿ ಮಾಜ್ಯಾ ವರ್ತಿ ವಿಶ್ವಾಸ್ ಕರಿನಾತ್,