John 17:22 — Compare Translations

7 translations compared side by side

Odia - 1840
"ମାେତେ ତୁମ୍ଭେ ଯେଉଁ ଗୌରବ ଦଇେଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦଇେଛି। ଏହି ଗୌରବ ଦବୋର କାରଣ ହେଉଛି ଯେ, ଯେପରି 'ତୁମ୍ଭେ ଓ ମୁଁ ଏକ, ସପରେି ସମାନେେ ମଧ୍ଯ ଏକ ହାଇପୋରିବେ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାରେ ଏକ, ସେମାନେ ସେପ୍ରକାରେ ଏକ ହୁଅନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କୁ ଆମ ପରି ଏକ କରାଇବା ପାଇଁ ତୁମେ ମୋତେ ଯେଉଁ ଗୌରବ ଦେଇଛ, ତାହା ମୁଁ ସେମାନଙ୍କୁ ଦେଇଛି!
Odia Bible ERV 2004 (ପବିତ୍ର ବାଇବଲ)
ମୋତେ ତୁମ୍ଭେ ଯେଉଁ ଗୌରବ ଦେଇଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦେଇଛି। ଏହି ଗୌରବ ଦେବାର କାରଣ ହେଉଛି ଯେ, ଯେପରି ‘ତୁମ୍ଭେ ଓ ମୁଁ ଏକ, ସେହିପରି ସେମାନେ ମଧ୍ୟ ଏକ ହୋଇପାରିବେ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାରେ ଏକ, ସେମାନେ ସେପ୍ରକାରେ ଏକ ହୁଅନ୍ତି;
Odia IRV 2017 (ଓଡିଆ ବାଇବେଲ)
ଆଉ, ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାରେ ଏକ, ସେମାନେ ସେପ୍ରକାରେ ଏକ ହୁଅନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿಯಾ ಮಾಕಾ ದಿಲ್ಲಿ ಮಹಿಮಾಚ್ ಮಿಯಾ ಲೊಕಾಕ್ನಿ ದಿಲಾ, ಅಶೆ ತಿಯಾ ಅನಿ ಮಿಯಾ ಕಶೆ ಎಕ್ ಹೊವ್ನ್ ಹಾಂವ್ ತಸೆಚ್ ತೆನಿಬಿ ಎಕ್ ಹೊವ್ನ್ ರ್‍ಹಾಂವ್ದಿತ್.