John 17:26 — Compare Translations

7 translations compared side by side

Odia - 1840
"ତୁମ୍ଭେ କିପରି ତାହା ମୁଁ ସମାନଙ୍କେଠା ରେ ପ୍ରକାଶ କରିଛି। ଏବଂ ପୁନର୍ବାର ସମାନଙ୍କେଠା ରେ ପ୍ରକାଶ କରିବି। ତାପରେ ମାେ ପ୍ରତି ତୁମ୍ଭର ଯେପରି ପ୍ ରମେ ରହିଛି, ସହେିପରି ପ୍ ରମେ ତାହାଙ୍କଠା ରେ ରହିବ ଓ ମୁଁ ସମାନଙ୍କେଠା ରେ ବାସ କରିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କ-ଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ସେମାନଙ୍କୁ ତୁମର ପରିଚୟ ଦେଇଛି ଏବଂ ସବୁବେଳେ ଦେଉଥିବି; ତାହାଦ୍ୱାରା ମୋ’ ପାଇଁ ତୁମର ପ୍ରେମ ସେମାନେ ଅନୁଭବ କରିବେ ଏବଂ ମୋତେ ସେମାନଙ୍କ ଅନ୍ତରରେ ରଖିବେ।”
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ କିପରି ତାହା ମୁଁ ସେମାନଙ୍କଠାରେ ପ୍ରକାଶ କରିଛି। ଏବଂ ପୁନର୍ବାର ସେମାନଙ୍କଠାରେ ପ୍ରକାଶ କରିବି। ତା’ପରେ ମୋ’ ପ୍ରତି ତୁମ୍ଭର ଯେପରି ପ୍ରେମ ରହିଛି, ସେହିପରି ପ୍ରେମ ତାହାଙ୍କଠାରେ ରହିବ ଓ ମୁଁ ସେମାନଙ୍କଠାରେ ବାସ କରିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ತೆಂಕಾ ತುಜಿ ಖರಿ ವಳಕ್ ಕರುನ್ ದಿಲಾ, ಅನಿ ಅನಿ ಫಿಡೆಬಿ ಮಿಯಾ ತೆಂಕಾ ತುಜಿ ಖರಿ ವಳಕ್ ದಿವ್ನಗೆತುಚ್ ರ್‍ಹಾತಾ. ಅಶೆ ಮಾಜೆ ವರ್ತಿ ತುಕಾ ಅಸಲ್ಲೊ ಪ್ರೆಮ್ ತೆಂಚ್ಯಾ ಮದ್ದಿಬಿ ರ್‍ಹಾವ್ಕ್ ಹೊತಾ, ಅನಿ ಅಶೆ ಮಿಯಾಬಿ ತೆಂಚ್ಯಾ ಮದ್ದಿ ರ್‍ಹಾವ್ಕ್ ಹೊತಾ.