John 17:7 — Compare Translations
7 translations compared side by side
Odia - 1840
"ମୁଁ ସମାନଙ୍କେଠା ରେ ତୁମ୍ଭକୁ ପ୍ରକାଶ କରିଛି। ସମାନେେ ତୁମ୍ଭର ଥିଲେ ଓ ତୁମ୍ଭେ ସମାନଙ୍କେୁ ମାେତେ ଦଲେ। ସମାନେେ ଜାଣନ୍ତି, ତୁମ୍ଭେ ମାେତେ ଯାହା ସବୁ ଦଇେଛ, ସେ ସବୁ ତୁମ୍ଭ ପାଖରୁ ଆ ସେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହିସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
ଏବଂ ବର୍ତ୍ତମାନ ବୁଝିଛନ୍ତି, ମୋର ସବୁ କିଛି ତୁମେ ମୋତେ ଦାନ କରିଛ- ସେସବୁ ତୁମଠାରୁ ଆସିଛି।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ସେମାନଙ୍କଠାରେ ତୁମ୍ଭକୁ ପ୍ରକାଶ କରିଛି। ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦେଲ। ସେମାନେ ଜାଣନ୍ତି, ତୁମ୍ଭେ ମୋତେ ଯାହାସବୁ ଦେଇଛ, ସେ ସବୁ ତୁମ୍ଭ ପାଖରୁ ଆସେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହିସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି;
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହି ସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಅತ್ತಾ ತೆಂಕಾ ಜೆ ಕಾಯ್ ಮಾಕಾ ದಿಲ್ಲೆ ಹಾಯ್ ತೆ ಸಗ್ಳೆ ತುಜೆಕ್ನಾಚ್ ಯೆಲಾ ಮನುನ್ ಗೊತ್ತ್ ಹಾಯ್.