John 18:26 — Compare Translations

7 translations compared side by side

Odia - 1840
"ମହାୟାଜକଙ୍କର ଜଣେ ଦାସ ସଠାେରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦଇେଥିଲେ, ସେ ସହେି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, ମୁଁ ଭାବୁଛି, ମୁଁ ବଗିଚା ରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମହାଯାଜକଙ୍କ ଦାସମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍ ପିତର ଯାହାର କାନ କାଟିପକାଇଥିଲେ, ତାହାର ଜଣେ ଆତ୍ମୀୟ କହିଲା, ମୁଁ କଅଣ ତୋତେ ତାହାଙ୍କ ସାଙ୍ଗରେ ବଗିଚାରେ ଦେଖି ନ ଥିଲି?
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ମହାଯାଜକଙ୍କ ଯେଉଁ ଦାସର କାନ କାଟି ଦେଇଥିଲେ, ତା’ର ଜଣେ ଆତ୍ମୀୟ ଜୋର୍ କରି କହିଲା, “ସେହି ବଗିଚାରେ ମୁଁ ତୁମକୁ ତାଙ୍କ ସହିତ ଦେଖି ନାହିଁ ବୋଲି ଭାବିଛ?”
Odia Bible ERV 2004 (ପବିତ୍ର ବାଇବଲ)
ମହାଯାଜକଙ୍କର ଜଣେ ଦାସ ସେଠାରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦେଇଥିଲେ, ସେ ସେହି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, “ମୁଁ ଭାବୁଛି, ମୁଁ ବଗିଗ୍ଭରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମହାଯାଜକଙ୍କ ଦାସମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍ ପିତର ଯାହାର କାନ କାଟିପକାଇଥିଲେ, ତାହାର ଜଣେ ଆତ୍ମୀୟ କହିଲା, ମୁଁ କଅଣ ତୋତେ ତାହାଙ୍କ ସାଙ୍ଗରେ ବଗିଚାରେ ଦେଖି ନ ଥିଲି?
Odia IRV 2017 (ଓଡିଆ ବାଇବେଲ)
ମହାଯାଜକଙ୍କ ଦାସମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‍ ପିତର ଯାହାର କାନ କାଟିପକାଇଥିଲେ, ତାହାର ଜଣେ ଆତ୍ମୀୟ କହିଲା, ମୁଁ କ'ଣ ତୋତେ ତାହାଙ୍କ ସାଙ୍ଗରେ ବଗିଚାରେ ଦେଖି ନ ଥିଲି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮೊಟ್ಯಾ ಯಾಜಕಾಚ್ಯಾ ಆಳಾನಿತ್ಲೊ ಎಕ್ಲೊ, ಪೆದ್ರುನ್ ಕಾನ್ ಕಾತರಲ್ಲ್ಯಾಚೊ ಎಕ್ಲೊ ಸಮಂದಿಕ್, “ಮಿಯಾ ತುಕಾ ತ್ಯೆಚ್ಯಾ ವಾಂಗ್ಡಾ ಮಳ್ಯಾತ್ ಬಗುನತ್ತೊ ಕಾಯ್?” ಮನುನ್ ಇಚಾರುಲಾಲೊ.