John 18:38 — Compare Translations
7 translations compared side by side
Odia - 1840
"ପୀଲାତ କହିଲେ, ସତ୍ଯ କ'ଣ? ସେ ଏହା କହିବା ପରେ ପୁଣି ଯିହୂଦୀମାନଙ୍କ ପାଖକୁ ଗଲେ। ପୀଲାତ କହିଲେ, ଏହି ଲୋକ ବିରୁଦ୍ଧ ରେ କୌଣସି ଅଭିଯୋଗ ମୁଁ ପାଉ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୀଲାତ ତାହାଙ୍କୁ କହିଲେ, ସତ୍ୟ କଅଣ? ଏହା କହି ସେ ପୁଣି ଯିହୁଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିଲାତ ପ୍ରଶ୍ନ କଲେ, “ସତ୍ୟ କ’ଣ”? ପିଲାତ ବାହାରକୁ ଯାଇ ଲୋକମାନଙ୍କୁ କହିଲେ, “ତାଙ୍କୁ ପ୍ରାଣ ଦଣ୍ଡ ଦେବା ପାଇଁ କୌଣସି କାରଣ ମୁଁ ଦେଖୁ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ପୀଲାତ କହିଲେ, “ସତ୍ୟ କ’ଣ?” ସେ ଏହା କହିବା ପରେ ପୁଣି ଯିହୂଦୀମାନଙ୍କ ପାଖକୁ ଗଲେ। ପୀଲାତ କହିଲେ, “ଏହି ଲୋକ ବିରୁଦ୍ଧରେ କୌଣସି ଅଭିଯୋଗ ମୁଁ ପାଉ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୀଲାତ ତାହାଙ୍କୁ କହିଲେ, ସତ୍ୟ କଅଣ? ଏହା କହି ସେ ପୁଣି, ଯିହୁଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ।
Odia IRV 2017 (ଓଡିଆ ବାଇବେଲ)
ପୀଲାତ ତାହାଙ୍କୁ କହିଲେ, ସତ୍ୟ କ'ଣ? ଏହା କହି ସେ ପୁଣି, ଯିହୂଦୀମାନଙ୍କ ନିକଟକୁ ବାହାରକୁ ଯାଇ ସେମାନଙ୍କୁ କହିଲେ, ଆମ୍ଭେ ଏହାଠାରେ କୌଣସି ଦୋଷ ପାଉ ନାହୁଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ, “ಖರೆ ಮಟ್ಲ್ಯಾರ್ ಕಾಯ್?” ಮನುನ್ ಪಿಲಾತಾನ್ ಇಚಾರ್ಲ್ಯಾನ್. ಮಾನಾ ಪಿಲಾತ್ ಭಾಯ್ರ್ ಲೊಕಾನಿಕ್ಡೆ ಗೆಲೊ, ಅನಿ ತೆನಿ ತೆಂಕಾ “ಮಾಕಾ ತೆಚಿ ಕಾಯ್ಬಿ ಚುಕ್ ಗಾವುಕ್ನಾ”.