John 18:9 — Compare Translations
7 translations compared side by side
Odia - 1840
"ଏପରି ଘଟିଲା ଯେ ହତେୁ ପୂର୍ବରୁ ତାହାଙ୍କ ଦ୍ବାରା କଥିତ ବାଣୀ ସତ୍ଯ ହବେ: ମୁଁ ତୁମ୍ଭେ ଦଇେଥିବା ଜଣେ ଲୋକକୁ ମଧ୍ଯ ହ ରଇେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଯେଉଁମାନଙ୍କୁ ତୁମେ ମୋତେ ଦେଇଛ, ସେମାନଙ୍କ ମଧ୍ୟରୁ ଜଣକୁ ସୁଦ୍ଧା ମୁଁ ହରାଇ ନାହିଁ” ତାଙ୍କର ଏହି ଉକ୍ତି ସଫଳ କରିବାକୁ ସେ ଏହା କହିଲେ।)
Odia Bible ERV 2004 (ପବିତ୍ର ବାଇବଲ)
ଏପରି ଘଟିଲା ଯେହେତୁ ପୂର୍ବରୁ ତାହାଙ୍କ ଦ୍ୱାରା କଥିତ ବାଣୀ ସତ୍ୟ ହେବ: “ମୁଁ ତୁମ୍ଭେ ଦେଇଥିବା ଜଣେ ଲୋକକୁ ମଧ୍ୟ ହରେଇ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, “ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ।”
Odia IRV 2017 (ଓଡିଆ ବାଇବେଲ)
ସେ ଏହା କହିଲେ, ଯେପରି ତାହାଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ସୁଦ୍ଧା ହରାଇ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಬಾಬಾ ತಿಯಾ ಮಾಜಾಕ್ಡೆ ದಿಲ್ಲ್ಯಾ ಎಕ್ಲ್ಯಾಕ್ಬಿ ಮಿಯಾ ಕಳ್ದುನ್ ಜಾವ್ಕ್ ದಿವ್ಕ್ ನಾ” ಮನುನ್ ಮಟಲ್ಲಿ ಗೊಸ್ಟ್ ಪುರಾ ಹೊವ್ಸಾಟ್ನಿ ತೆನಿ ಅಶೆ ಮಟ್ಲ್ಯಾನ್.