John 19:23 — Compare Translations

7 translations compared side by side

Odia - 1840
"ଯୀଶୁଙ୍କୁ କୃଶବିଦ୍ଧ କଲାପରେ ସୈନିକମାନେ ତାହାଙ୍କର ଲୁଗାପଟା ନଇଗେଲେ। ସମାନେେ ତାହାଙ୍କର ବସ୍ତ୍ର ଚାରି ଭାଗ କଲେ। ପ୍ରେତ୍ୟକକ ସୈନିକ ଗୋଟିଏ ଭାଗ ରଖିଲେ। ସମାନେେ ତାହାଙ୍କର ପିନ୍ଧା ପୋଷାକ ମଧ୍ଯ ନଇଗେଲେ। ଏହା ତଳୁ ଉପର ପର୍ୟ୍ଯନ୍ତ ବିନା ସିଲଇେ ରେ ଗୋଟିଏ ପୋଷାକ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ । ସେହି ଅଙ୍ଗରଖା ସିଲାଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁଙ୍କୁ କ୍ରୁଶବିଦ୍ଧ କରି ସାରିବା ପରେ ଚାରି ଜଣ ସୈନିକ ତାଙ୍କର ବସ୍ତ୍ର ଚାରି ଭାଗ କରି ବାଣ୍ଟି ନେଇଗଲେ। କିନ୍ତୁ ଯୀଶୁଙ୍କ ଉତ୍ତରୀୟଟି କୌଣସି ସ୍ଥାନରେ ଯୋଡ଼ା ନ ହୋଇ ସମୁଦାୟ ବୁଣା ହୋଇଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କୁ କ୍ରୁଶବିଦ୍ଧ କଲାପରେ ସୈନିକମାନେ ତାହାଙ୍କର ଲୁଗାପଟା ନେଇଗଲେ। ସେମାନେ ତାହାଙ୍କର ବସ୍ତ୍ର ଗ୍ଭରି ଭାଗ କଲେ। ପ୍ରତ୍ୟେକ ସୈନିକ ଗୋଟିଏ ଭାଗ ରଖିଲେ। ସେମାନେ ତାହାଙ୍କର ପିନ୍ଧା ପୋଷାକ ମଧ୍ୟ ନେଇଗଲେ। ଏହା ତଳୁ ଉପର ପର୍ଯ୍ୟନ୍ତ ବିନା ସିଲେଇରେ ଗୋଟିଏ ପୋଷାକ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ। ସେହି ଅଙ୍ଗରଖା ସିଲେଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା।
Odia IRV 2017 (ଓଡିଆ ବାଇବେଲ)
ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ । ସେହି ଅଙ୍ଗରଖା ସିଲେଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುಕ್ ಕುರ್ಸಾರ್ ಮಾರುನ್ ಹೊಲ್ಲ್ಯಾ ಮಾನಾ ಸೈನಿಕಾನಿ ತೆಚೆ ಕಪ್ಡೆ ಘೆಟ್ಲ್ಯಾನಿ ಅನಿ ಚಾರ್ ವಾಟೆ ಕರುನ್ ಎಗಳ್ಳ್ಯಾನಿ, ಎಕೆಕ್ ವಾಟೊ ಎಕೆಕ್ಲ್ಯಾನಿ ಚಾರ್ ಸೈನಿಕಾನಿ ತೆ ವಾಟುನ್ ಘೆಟ್ಲ್ಯಾನಿ, ತೆನಿ ತೆಚೊ ಝಗೊಬಿ ಘೆಟ್ಲ್ಯಾನಿ. ತೊ ಎಕ್ ಸೈತ್ ಶಿವನ್ ನಸ್ತಾನಾ ವೈನಾ ಖಾಯ್ಲ್ ಪತರ್ ಎಕಾಕ್ನಾ ಗುತುನ್‍ಗೆತ್ ಯೆಲ್ಲೊ ಹೊತ್ತೊ.