John 19:29 — Compare Translations

7 translations compared side by side

Odia - 1840
"ସଠାେରେ ଗୋଟିଏ ପାତ୍ର ରେ ଭର୍ତ୍ତି ଖଟାପିତା ସ୍ବାଦୟୁକ୍ତ ରସ ରଖାଯାଇଥିଲା। ସମାନେେ ଖଣ୍ଡେ ସ୍ପଞ୍ଜକୁ ରସ ରେ ବୁଡଇେ ଏଜୋପ ନଳ ରେ ଲଗାଇ ଯୀଶୁଙ୍କ ମୁଖ ପାଖକୁ ବଢାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଠାରେ ଅମ୍ଳରସପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ସ୍ପଞ୍ଜ୍ ଖଣ୍ତିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାରେ ଅମ୍ଳରସପୂର୍ଣ୍ଣ ଗୋଟିଏ ପାତ୍ର ଥିଲା ସେମାନେ ସେଥିରେ ଖଣ୍ଡେ ସ୍ପଞ୍ଜ ବୁଡ଼ାଇ ତାକୁ ବର୍ଚ୍ଛା ମୁନରେ ଲଗାଇଲେ ଏବଂ ଯୀଶୁଙ୍କ ମୁହଁ ପାଖକୁ ବଢ଼ାଇଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେଠାରେ ଗୋଟିଏ ପାତ୍ରରେ ଭର୍ତ୍ତି ଖଟାପିତା ସ୍ୱାଦଯୁକ୍ତ ରସ ରଖାଯାଇଥିଲା। ସେମାନେ ଖଣ୍ଡେ ସ୍ପ‌‌‌‌‌‌ଞ୍ଜ୍‌‌‌‌କୁ ରସରେ ବୁଡ଼େଇ ଏଜୋପ ନଳରେ ଲଗାଇ ଯୀଶୁଙ୍କ ମୁଖ ପାଖକୁ ବଢ଼ାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଠାରେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ଏଜୋବ ଖଣ୍ଡିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ।
Odia IRV 2017 (ଓଡିଆ ବାଇବେଲ)
ସେଠାରେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ପାତ୍ର ଥିଲା; ତେଣୁ ସେମାନେ ଅମ୍ଳରସ ପରିପୂର୍ଣ୍ଣ ଗୋଟିଏ ସ୍ପଞ୍ଜ ଖଣ୍ଡିଏ ଏଜୋପନଳରେ ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಂಬೊಟ್ಲಿ ವಾಯ್ನ್ ಭರುನ್ ಥವಲ್ಲೆ ಎಕ್ ಆಯ್ದಾನ್ ಥೈ ಹೊತ್ತೆ, ತಸೆಮನುನ್ ಎಕ್ ಕಾಪುಸ್ ಸರ್ಕೆ ಘೆವ್ನ್ ತ್ಯಾ ಬುರ್ಶ್ಯಾ ವಾಯ್ನಾತ್ ಬುಡ್ವುನ್, ಎಕ್ ಹಿಸ್ಸೊಪಾಚ್ಯಾ ಝಲ್ಲೆಕ್ ಲಾವುನ್ ಜೆಜುಚ್ಯಾ ಹೊಟ್ಟಾಂಚ್ಯಾ ಪತರ್ ವೈರ್ ಉಕ್ಲುನ್ ಹೊಲೆ.