John 19:39 — Compare Translations
7 translations compared side by side
Odia - 1840
"ନୀକଦୀମ ମଧ୍ଯ ଯୋଷଫଙ୍କେ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରି ରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହାଇେଥିଲେ। ସେ ଯୀଶୁଙ୍କ ଦହେ ରେ ଲଗାଇବା ପାଇଁ ପ୍ରାୟ ପ୍ରଚାଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁର ଘନେି ଆସିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁ ନୀକଦୀମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ ପଚାଶ ସେର ଗନ୍ଧରସମିଶ୍ରିତ ଅଗୁରୁ ଘେନି ଆସିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତାଙ୍କ ସହିତ ଥିଲେ ନିକଦୀମ। ଏହି ନିକଦୀମ ଦିନେ ରାତିରେ ଯୀଶୁଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ନିକଦୀମ ପ୍ରାୟ ତିରିଶ କିଲୋ ଗନ୍ଧରସ ମିଶା ଅଗୁରୁ ସାଙ୍ଗରେ ଆଣିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ନୀକଦୀମ ମଧ୍ୟ ଯୋସେଫଙ୍କ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରିରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହୋଇଥିଲେ। ସେ ଯୀଶୁଙ୍କ ଦେହରେ ଲଗାଇବା ପାଇଁ ପ୍ରାୟ ପ୍ରଗ୍ଭଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଉଁ ନୀକଦୀମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ ପଚାଶ ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ।
Odia IRV 2017 (ଓଡିଆ ବାଇବେଲ)
ଯେଉଁ ନୀକଦୀମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ ପଚାଶ ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ದಿಸ್ ರಾಚ್ಚೆಂಚೆ ಜೆಜುಕ್ ಬಗುಕ್ ಮನುನ್ ಯೆಲ್ಲೊ, ನಿಕೊದೆಮ್, ಜಗ್ಗೊಳ್-ಜಗ್ಗೊಳ್ ತಿಸ್ ಕಿಲೊವ್ ಹೊಯ್ಲ್ ತವ್ಡೆ ಸುಗಂದ್ ತೆಲ್ ಅನಿ ಲೊಳಿಸಾರ್ ಮಿಸಳಲ್ಲೆ ತೆಲ್ ಘೆವ್ನ್ ಜುಜೆಚ್ಯಾ ವಾಂಗ್ಡಾ ಗೆಲೊ.