John 19:42 — Compare Translations

7 translations compared side by side

Odia - 1840
"ବିଶ୍ରାମବାର ଆରମ୍ଭ ହବୋ ପୂର୍ବରୁ ତାହାର ପ୍ରସ୍ତୁତି କାର୍ୟ୍ଯ ଶଷେ କରିବା ପାଇଁ ସମାନେେ ଯୀଶୁଙ୍କୁ ସଠାେରେ ସମାଧିସ୍ଥ କଲେ, କାରଣ ସହେି ସମାଧିଟି ପାଖ ରେ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ଯିହୁଦୀମାନଙ୍କର ଆୟୋଜନଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଦିନ ବିଶ୍ରାମବାରର ପୂର୍ବ ଦିବସ ଥିବାରୁ, ବେଶୀ ଦୂରକୁ ନ ଯାଇ ସେମାନେ ଯୀଶୁଙ୍କ ଶରୀରକୁ ନେଇ ସେହି ସମାଧିରେ ସମାଧିସ୍ଥ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ବିଶ୍ରାମବାର ଆରମ୍ଭ ହେବା ପୂର୍ବରୁ ତାହାର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ପାଇଁ ସେମାନେ ଯୀଶୁଙ୍କୁ ସେଠାରେ ସମାଧିସ୍ଥ କଲେ, କାରଣ ସେହି ସମାଧିଟି ପାଖରେ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ଯିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା।
Odia IRV 2017 (ଓଡିଆ ବାଇବେଲ)
ଅତଏବ, ଯିହୂଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾತುರ್‍ಬಿ ತೊ ಸಬ್ಬಾತಾಚ್ಯಾ ಅದ್ಲೊ ದಿಸ್ ಹೊಲ್ಲೊ, ಅನಿ ತಿ ಸಮಾದಿಬಿ ಜಗ್ಗೊಳುಚ್ ಹೊತ್ತಿ ತಸೆಮನುನ್ ತೆನಿ ಜೆಜುಚೆ ಮಡೆ ತ್ಯಾ ಸಮಾದಿತ್ ಥವಲ್ಯಾನಿ.