John 2:3 — Compare Translations
7 translations compared side by side
Odia - 1840
"ହି ବିବାହ ଉତ୍ସବ ରେ ୟଥେଷ୍ଟ ପରିମାଣ ରେ ଦ୍ରାକ୍ଷାରସ ନଥିଲା। ଦ୍ରାକ୍ଷାରସ ସରିୟିବା ପରେ ଯୀଶୁଙ୍କର ମାଆ ଆସି ତାହାଙ୍କୁ କହିଲେ, ସମାନଙ୍କେର ଆଉ ଦ୍ରାକ୍ଷାରସ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କ ମାତା ତାହାଙ୍କୁ କହିଲେ, ସେମାନଙ୍କର ଦ୍ରାକ୍ଷାରସ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଭୋଜି ଶେଷ ନ ହେବା ପୂର୍ବରୁ ଦ୍ରାକ୍ଷାରସ ସରିଯିବାରୁ ତାଙ୍କ ମା’ ଯୀଶୁଙ୍କୁ କହିଲେ, “ସେମାନଙ୍କ ପାଖରେ ଆଉ ଟିକିଏ ହେଲେ ଦ୍ରାକ୍ଷାରସ ନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
ସେହି ବିବାହ ଉତ୍ସବରେ ଯଥେଷ୍ଟ ପରିମାଣରେ ଦ୍ରାକ୍ଷାରସ ନ ଥିଲା। ଦ୍ରାକ୍ଷାରସ ସରିଯିବା ପରେ ଯୀଶୁଙ୍କର ମା ଆସି ତାହାଙ୍କୁ କହିଲେ, “ସେମାନଙ୍କର ଆଉ ଦ୍ରାକ୍ଷାରସ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କ ମାତା ତାହାଙ୍କୁ କହିଲେ, ସେମାନଙ୍କର ଦ୍ରାକ୍ଷାରସ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କ ମାତା ତାହାଙ୍କୁ କହିଲେ, ସେମାନଙ୍କର ଦ୍ରାକ୍ଷାରସ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ವಾಯ್ನ್ ಸರಲ್ಲ್ಯಾ ತನ್ನಾ ಜೆಜುಚ್ಯಾ ಬಾಯ್ನ್ ಜೆಜುಕ್,“ತೆಂಚ್ಯಾಕ್ಲಿ ಸಗ್ಳಿ ವಾಯ್ನ್ ಸರ್ಲಿ” ಮನುನ್ ಸಾಂಗ್ಲಿನ್.