John 20:1 — Compare Translations
7 translations compared side by side
Odia - 1840
"ରବିବାର ଦିନ ପାହାନ୍ତିଆ ରେ ମଗ୍ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତବେେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ ପଥରଟି କବର ଦ୍ବାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍ଦଲୀନୀ ମରୀୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ରବିବାର ଦିନ ଅତି ପ୍ରତ୍ୟୁଷରେ ଅନ୍ଧାର ଥାଉ ଥାଉ ମଗ୍ଦଲିନୀ ମରିୟମ ଯୀଶୁଙ୍କ ସମାଧି ନିକଟକୁ ଯାଇ ଦେଖିଲେ, ସମାଧି ମୁହଁରୁ ପଥରଟି ଘୁଞ୍ଚା ଯାଇଛି।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କର କେତେକ ଶିଷ୍ୟ ସମାଧିକୁ ଖାଲିପଡ଼ିଥିବା ଦେଖିଲେ ରବିବାର ଦିନ ପାହାନ୍ତିଆରେ ମଗ୍ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତେବେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ଼ ପଥରଟି କବର ଦ୍ୱାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍ଦଲୀନୀ ମରୀୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ।
Odia IRV 2017 (ଓଡିଆ ବାଇବେଲ)
ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍ଦଲୀନୀ ମରିୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಆಯ್ತಾರ್ಚೆ ಸಕ್ಕಾಳಿ ಫಿಡೆ, ಅಜುನ್ ಉಲ್ಲೊ ಕಾಳೊಕ್ ಹೊತ್ತೊ, ತನ್ನಾ ಮರಿ ಮಾಗ್ದೆಲಿನ್ ಸಮಾದಿಕ್ಡೆ ಯೆಲಿ, ಅನಿ ಸಮಾದಿಚ್ಯಾ ದಾರಾರ್ ಲಾವಲ್ಲೊ ಗುಂಡೊ ಕಡೆಕ್ ಸರಕಲ್ಲೊ ತೆನಿ ಬಗಟ್ಲಿನ್.