John 20:18 — Compare Translations

7 translations compared side by side

Odia - 1840
"ମଗ୍ଦଲୀନୀ ମରିୟମ ଶିଷ୍ଯମାନଙ୍କ ପାଖକୁ ଗଲେ ଓ ସମାନଙ୍କେୁ କହିଲେ, ମୁଁ ପ୍ରଭୁଙ୍କୁ ଦେଖିଲି। ସେ ସମାନଙ୍କେୁ ଯୀଶୁ କରିଥିବା କଥା ଶୁଣାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମଗ୍ଦଲୀନୀ ମରୀୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହିସବୁ କହିଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ଵାଦ ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ କିପରି ତାଙ୍କୁ ଦର୍ଶନ ଦେଇଥିଲେ ଓ କ’ଣ କ’ଣ କହିଥିଲେ, ମଗ୍ଦଲିନୀ ମରିୟମ ଯାଇ ସମସ୍ତ କଥା ଶିଷ୍ୟମାନଙ୍କୁ ଜଣାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ମ‌‌‌‌‌ଗ୍‌ଦଲୀନୀ ମରିୟମ ଶିଷ୍ୟମାନଙ୍କ ପାଖକୁ ଗଲେ ଓ ସେମାନଙ୍କୁ କହିଲେ, “ମୁଁ ପ୍ରଭୁଙ୍କୁ ଦେଖିଲି।” ସେ ସେମାନଙ୍କୁ ଯୀଶୁ କରିଥିବା କଥା ଶୁଣାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମଗ୍‌ଦଲୀନୀ ମରୀୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହିସବୁ କହିଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ।
Odia IRV 2017 (ଓଡିଆ ବାଇବେଲ)
ମଗ୍‍ଦଲୀନୀ ମରିୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହି ସବୁ କହିଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ಮರಿ ಮಾಗ್ದೆಲಿನ್ ಶಿಸಾನಿಕ್ಡೆ ಗೆಲಿ, ಅನಿ ಮಿಯಾ ಧನಿಯಾಕ್ ಬಗಟ್ಲೊ ಮನುನ್ ಸಾಂಗಟ್ಲಿನ್, ಅನಿ ತೆಂಚ್ಯಾ ವಿಶಯಾತ್ ಧನಿಯಾನ್ ತಿಚೆಕ್ಡೆ ಕಾಯ್-ಕಾಯ್ ಸಾಂಗಲ್ಲ್ಯಾನ್ ತೆ ಸಗ್ಳೆ ತೆನಿ ತೆಂಕಾ ಸಾಂಗಟ್ಲಿನ್.